ସକାଳୁ ସକାଳୁ କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ । ୧୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି । ସମସ୍ତ ଅଟକ ପଶ୍ଚିମବଙ୍ଗର । କାହିଁକି ଏଠାକୁ ଆସିଥିଲେ, ଏତେ ସଂଖ୍ୟାରେ ଆସିବା ପଛରେ ରହସ୍ୟ କଣ, ତଦନ୍ତ ଚାଲିଛି । ଅଟକ ବ୍ୟକ୍ତି ବଡ ଧରଣର ସାଇବର ଠକେଇ ଯୋଜନା କରୁଥିବା ଚାଉଳିଆଗଞ୍ଜ ପୋଲିସ କହିଛି । କ୍ରିପ୍ଟୋ କରେନ୍ସି ନେଇ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି ।
କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ






