ବିଜେଡି ସଭାପତି ନବୀନ ପଟ୍ଟନାୟକ ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ବାର୍ତ୍ତାରେ ନବୀନ କହିଛନ୍ତି ଯେ ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଏହି ପବିତ୍ର ଅବସରରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମାଙ୍କ ଆଶୀର୍ବାଦ କାମନା କରିବା ।
ପବିତ୍ର ଦୁର୍ଗାପୂଜା ଓ ଦଶହରାର ଶୁଭେଚ୍ଛା ଜଣାଇଲେ ନବୀନ






