ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ସୁନା,ରୂପା ଦରରେ ସାମାନ୍ୟ ବ୍ରେକ୍ ଲାଗିଲା । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୩୮୦ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୩ହଜାର ୧୦୦ ଟଙ୍କା କମିଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୨୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୬,୬୦୦ ଟଙ୍କାକୁ ପହଞ୍ଚିଛି । । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୬୨,୦୦୦ ଟଙ୍କା ହୋଇଛି ।
ସୁନା,ରୂପା ଦରରେ ଲାଗିଲା ବ୍ରେକ






