ଅନୁଗୋଳ: ବଅଁରପାଳ ବ୍ଳକ୍ର ବଉଳିଗଡ ଗ୍ରାମ ପଞ୍ଚାୟତ ପୁରିକିଆ ଗ୍ରାମରେ ସ୍ଥିତ ମା ବ୍ରାହ୍ମଣୀ ଦେବୀ ପୀଠ ରେ ପ୍ରତିଠା ହୋଇଥିଲା । ଆଜି କଳସ ଯାତ୍ରା, ଏବଂ ନାମ ସଂକ୍ରୀତନ ଅଖଣ୍ଡ ପୁଡା ହୋଇଥିଲା, ଭୂଜିଭାତର (ଭୋଗ)ଆୟଜନ ହୋଇଥିଲା, ଅର୍ପଣ କରାଯାଇଥିବା ବେଳେ ସନ୍ଧ୍ୟା ସାଢ଼େ ୫ଟା ସମୟରେ ବତି ପ୍ରଜ୍ବଳନ ଓ ଧୁନି ସ୍ଥାପନ ସହ ଜଗତର ମଙ୍ଗଳ କାମନା କରାଯାଇଥିଲା। ଗ୍ରାମର ବହୁ ସଂଖ୍ୟା ରେ ଲୋକ ମାନେ ଉପସ୍ଥିତିରହିଥିଲେ, ବତି ପ୍ରଜ୍ଜ୍ଵଳନ କରାଯାଇଥିଲା।
‘ହରିବଲ ହୁଳହୁଳି ଧ୍ବନିରେ ପାଖଆଖି ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ପୁରିକିଆ, ଅରାହାଟ, ଶିକସାହି, ନୂଆଁନାଳୀ, କଙ୍କିନାଳୀ,ବାରର୍ଷୀଙ୍ଗା, ବଉଳିଗଡ ସମେତ ବିଭିନ୍ନ ଗ୍ରାମରୁ ପ୍ରାୟ 7/8ଟି ଆସିଥିଲେ!

ନାମ ମଣ୍ଡଳୀ ଯୋଗଦେଇ ଭକ୍ତିମୟ ଭଜନ ପରିବେଷଣ କରିଥିଲେ। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନମିନି ଟବୁଲୁ ବାବୁ , ଯୁବମୃଚ୍ଛା ସଭାପତି ଟୁକୁ ବାବୁ , ବଉଳିଗଡ଼ ସରପଞ୍ଚ ଅମେରନ୍ଦ୍ର ଗଡ଼ନାୟକ, ପ୍ରମୋଦ କୁମାର ପରିଡା, ମାଗୁଣି ଭୁକ୍ତା,
ସାଗର ସାମଲ, ଶିବରାମ ଜେନା, ସୁଶାନ୍ତ ଦାସ, ପ୍ରଦୀପ ସାମଲ, ଅରବିନ୍ଦ ଖଣ୍ଡେଇ, ହେମନ୍ତ ସାମଲ, ପଲାଶ ଜେନା, ସୁବଳ ସାମଲ,ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଉତ୍ସବ ପରିଚାଳନାରେ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।ଅନୁଗୋଳ ରୁ ଶ୍ୟାମଘନ ନାଏକ ଙ୍କ ରିପୋର୍ଟ ଆପଣ ଙ୍କ ଖବର






