ଶସ୍ତା ହେଲା ‘ମଦର ଡାଏରି’ କ୍ଷୀର ଓ ଆଇସକ୍ରିମ
ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ…
ନୂଆପଡାରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ହେବ
ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବା ନୂଆପଡ଼ା ଉପ ନିର୍ବାଚନର ଚୂଡାନ୍ତ ଭୋଟର ତାଲିକା…
ବିଶ୍ଵକର୍ମା ପୂଜା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି
ଆସନ୍ତାକାଲି ବିଶ୍ୱକର୍ମା ପୂଜା । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ଦିନ…
ବଢୁଛି ସୁନା ଏବଂ ରୁପା ଦର
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୧,୯୩୦ ଟଙ୍କା ରହିଛି । ସେହିପରି…
ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍
ଡ୍ରିମ୍ ୧୧ ପରେ ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ । ଏଣିକି…
୯୧୩ଟି ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ
ରାଜ୍ୟରେ ମୋଟ୍ ୯୧୩ଟି ନବନିର୍ମିତ ଅଙ୍ଗନବାଡି କେନ୍ଦ୍ରର ଉଦ୍ଘାଟନ କରାଯାଇଛି । ନୂତନ ଅଙ୍ଗନବାଡିର ଉଦ୍ଘାଟନ…
ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ
ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ । ଏନେଇ ଆଜି ତାଙ୍କୁ କଟକ ସିଡିଏ ଏକ…
ବେଟିଂ ଆପକୁ ନେଇ ଅଡୁଆରେ ଯୁବରାଜ ସିଂ, ରବିନ ଉଥପ୍ପା
ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ରବିନ ଉଥାପ୍ପାଙ୍କ ବଢିଲା ଅଡୁଆ । ଅନଲାଇନ୍…
ବିପଦପୂର୍ଣ୍ଣ ଗାଡ଼ି ଚାଳନା ଓ ଗାଡ଼ି ଚଳାଇ ରିଲ୍ସ୍ କଲେ ରବ୍ଦ ହେବ ଡାଇଭିଂ ଲାଇସେନ୍ସ
କିଏ ବାଇକ୍ ଟାଙ୍କି ଉପରେ ଝିଅଙ୍କୁ ବସାଇ ଗାଡ଼ି ଚଳାଇ ମୋବାଇଲ୍ରେ ରିଲ୍ସ୍ କରୁଛି ତ…
ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବାର ଆଜି ଶେଷ ଦିନ
ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ…

