ଜଗତସିଂହପୁର ପୋଲିସ ଏସ୍ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏସ୍ଆଇ ଜଣେ ନାବାଳିକା ଝିଅକୁ ବିବାହ କରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପରେ ଜଗତସିଂହପୁର ସଦର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ, ଏତଲାର 4 ମାସ ପରେ ବି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଏସପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ SIଙ୍କୁ ନିଲମ୍ବିତ କରାଯାଇଛି। ଚାକିରିରୁ ନିଲମ୍ବନ ପରେ ଅଭିଯୁକ୍ତ SI ଫେରାର ମାରିଥିବା ମଧ୍ୟ ସୂଚନା ମିଳିଛି।
ପୋଲିସ ଏସ୍ଆଇ ନାବାଳିକା ଝିଅକୁ ବିବାହ କରିବା ପରେ ଦେଉଥିଲେ…






