ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ Odisha Legislative ASSEMBLY ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ । ଓଡ଼ିଶା ସରକାର NICT ବିଭାଗ ଓ ଭାରତ ସରକାର NICର ବୈଷୟିକ ପରାମର୍ଶ ଦ୍ୱାରା ଏହି ୱେବସାଇଟ୍ ପ୍ରସ୍ତୁତ ହୋଇଛି ।୨୦୧୧ ପରଟୁ ଏହି ସାଇଟ ଅପଡେଟ ହୋଇନଥିଲା । ଏଥିରେ ବିଧାନସଭାର ସମସ୍ତ ସଦସ୍ୟଙ୍କ ତଥ୍ୟ ଉପଲବ୍ଧ ରହିବ । ଓଡ଼ିଶା ଲୋକଙ୍କ ସମ୍ପୃକ୍ତିକୁ ମଧ୍ୟ ପ୍ରତ୍ସାହିତ କରିବ।
ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ Odisha Legislative ASSEMBLY






