ଏ.କେ ବ୍ୟୁରୋ : ICDSର ଦୁଇ କର୍ମଚାରୀ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ।
ଜଣେ ଅଙ୍ଗନାବାଡି ଦିଦିଙ୍କ ଠାରୁ ଅଙ୍ଗନାବାଡି କେନ୍ଦ୍ର ଭଡା ଟଙ୍କା ରିଲିଜ ପାଇଁ 30 ହଜାର ଟଙ୍କା ଲାଞ୍ଚ,ନେଉଥିବା ବେଳେ ଧରିଛି ଭିଜିଲାନ୍ସ ବିଭାଗ । ଗିରଫ ଦୁଇଜଣ ହେଲେ ସୁପରଭାଇଜର ବି.ଉମା ପାତ୍ର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ ନରସିଂହ ବେହେରା ।






