A.K ନବୀନଙ୍କୁ କଟାକ୍ଷ କରି ସୌମ୍ୟ ପଟ୍ଟନାୟକ କହିଛନ୍ତି ପୁଅ ମାନେ କଣ କେବଳ ଲିଗାସୀ ନେବେ ଆଉ କେହି ହୋଇ ପାରିବେ ନାହିଁ । ଆମେ କାହିଁ ବିଜୁ ଲିଗାସିକୁ ଚୋରି କରିବାକୁ ଉଦ୍ୟମ କରିବୁ । ବିଜୁ ଲିଗାସୀ କାହାର କଣ ଜାଗିଦାରୀ କି ? ଆସନ୍ତା ୧୭ ତାରିଖରେ ବିଜୁ ବାବୁ ଶ୍ରାଦ୍ଧ ଦିବସ । ସେହିଦିନ ଆମେ କିଛି ଓଡ଼ିଶାକୁ ଭଲ ପାଉଥିବା ବ୍ୟକ୍ତି ମାନେ ଓଡ଼ିଶା ନାଗରିକ ମଞ୍ଚ ଗଠନ ପାଇଁ ନିଷ୍ପତ୍ତି ନେଇଛୁ । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ କୁ ସୁରକ୍ଷିତ କରିବା ପାଇଁ ଏହି ମଞ୍ଚ ଗଠନ ହୋଇଛି । ଆଗକୁ ଦେଖନ୍ତୁ କଣ ହେଉଛି । ଆମେ ଚାହୁଁ ଓଡ଼ିଶାର ରାଜନୀତି ସମୃଦ୍ଧ ହେଉ ସୁସ୍ଥ ହେଉ । ଏଭଳି ଏକ ରାଜନୈତିକ ପରିବେଶ ସୃଷ୍ଟି ହେଉ ଯେଉଁଥିରେ ଜଣେ ଓଡ଼ିଆ ନାଗରିକ ଆତ୍ମ ସମ୍ମାନର ସହିତ ମୁଁ ଓଡ଼ିଆ ବୋଲି କହି ଗର୍ବ କରିବ ।

ନବୀନଙ୍କୁ କଟାକ୍ଷ କଲେ ସୌମ୍ୟ ପଟ୍ଟନାୟକ କହିଛନ୍ତି ପୁଅ ମାନେ କଣ କେବଳ ଲିଗାସୀ ନେବେ ଆଉ କେହି ହୋଇ ପାରିବେ ନାହିଁ । ଆମେ କାହିଁ ବିଜୁ ଲିଗାସିକୁ ଚୋରି କରିବାକୁ ଉଦ୍ୟମ କରିବୁ । ବିଜୁ ଲିଗାସୀ କାହାର କଣ ଜାଗିଦାରୀ କି ? ବିଜୁ ବାବୁଙ୍କୁ ନେଇ ଯେଉଁମାନେ ରାଜନୀତିରେ ବ୍ୟବହାର କରିବାକୁ ଚାହୁଁଛନ୍ତି ସେଥିରୁ ଦୁରେଇ ରୁହନ୍ତୁ । ସେମାନେ ବିଜୁ ବାବୁଙ୍କ ଭଳି ସୁପୁରୁଷ ହୁଅନ୍ତୁ ।






