AK ସେହିଭଳି ପୁରୁଣା ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି ମୋକିମ। ବିଜେଡିର ବି ଟିମ୍ ଭାବେ କଂଗ୍ରେସ କାମ କରୁଛି। ମୋ ବିଚାରଧାରାକୁ ନେଇ କଂଗ୍ରେସ ଗଣ୍ଡି ଭିତରେ କାମ କରିପାରିଲି ନାହିଁ। ଏବେ ନୂଆ ଦଳ ହୋଇଛି। ଯୁବବର୍ଗଙ୍କୁ ନେତୃତ୍ବ ଦେବାକୁ ବାଟ ଫିଟିଛି। ଓଡ଼ିଶାରେ ବିଧିବଦ୍ଧ ଭାବେ ଓଡ଼ିଶା ଜନତା କଂଗ୍ରେସ ଦଳ ଗଠନ ହୋଇଛି। ନୂଆ ଦଳ ଗଠନ ସହ ବଡ ବୟାନ ଦେଇଛନ୍ତି ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମୋକିମ। କହିଛନ୍ତି, ଓଡ଼ିଆଙ୍କ ହକ ପାଇଁ ଲଢିବ ଓଡ଼ିଆ ଜନତା କଂଗ୍ରେସ। ବିଜେପିର ବିକଳ୍ପ ହେବ ଜନତା କଂଗ୍ରେସ। ଏହାଛଡା ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ମୋକିମ। ଯାହା ଉଭୟ ଶାସକ ଓ ବିରୋଧୀ ଦଳରେ କମ୍ପନ ସୃଷ୍ଟି କରିଛି। ଆରମ୍ଭରୁ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ମୋକିମ। କହିଛନ୍ତି, ବିଗତ ସରକାରରେ ଓଡ଼ିଶାରେ ତାମିଲନାଡୁ କଣ୍ଟ୍ରାକ୍ଟର, ବାହାର ରାଜ୍ୟର ପୁଞ୍ଜିପତି, ଓଡ଼ିଶାକୁ ଶୋଷଣ କରୁଥିଲେ।ସେ ସରକାର ଏବଂ ବର୍ତ୍ତମାନର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସରକାର ପରିବର୍ତ୍ତନ ହେଲା କିନ୍ତୁ ଢାଞ୍ଚାରେ ପରିବର୍ତ୍ତନ ହେଲା ନାହିଁ। ତାମିଲନାଡୁ ପରେ ଏବେ ଗୁଜୁରାଟ ଢାଞ୍ଚା ଆସିଲା। ସେହିଭଳି ପୁରୁଣା ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି ମୋକିମ। ବିଜେଡିର ବି ଟିମ୍ ଭାବେ କଂଗ୍ରେସ କାମ କରୁଛି। ମୋ ବିଚାରଧାରାକୁ ନେଇ କଂଗ୍ରେସ ଗଣ୍ଡି ଭିତରେ କାମ କରିପାରିଲି ନାହିଁ। ଏବେ ନୂଆ ଦଳ ହୋଇଛି। ଯୁବବର୍ଗଙ୍କୁ ନେତୃତ୍ବ ଦେବାକୁ ବାଟ ଫିଟିଛି।

କହିଛନ୍ତି, ଓଡ଼ିଆଙ୍କ ହକ ପାଇଁ ଲଢିବ ଓଡ଼ିଆ ଜନତା କଂଗ୍ରେସ। ବିଜେପିର ବିକଳ୍ପ ହେବ ଜନତା କଂଗ୍ରେସ। ଏହାଛଡା ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ମୋକିମ। ଯାହା ଉଭୟ ଶାସକ ଓ ବିରୋଧୀ ଦଳରେ କମ୍ପନ ସୃଷ୍ଟି କରିଛି। ଆରମ୍ଭରୁ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ମୋକିମ। କହିଛନ୍ତି, ବିଗତ ସରକାରରେ ଓଡ଼ିଶାରେ ତାମିଲନାଡୁ କଣ୍ଟ୍ରାକ୍ଟର, ବାହାର ରାଜ୍ୟର ପୁଞ୍ଜିପତି, ଓଡ଼ିଶାକୁ ଶୋଷଣ କରୁଥିଲେ।ସେ ସରକାର ଏବଂ ବର୍ତ୍ତମାନର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସରକାର ପରିବର୍ତ୍ତନ ହେଲା କିନ୍ତୁ ଢାଞ୍ଚାରେ ପରିବର୍ତ୍ତନ ହେଲା ନାହିଁ। ତାମିଲନାଡୁ ପରେ ଏବେ ଗୁଜୁରାଟ ଢାଞ୍ଚା ଆସିଲା। ସେହିଭଳି ପୁରୁଣା ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି ମୋକିମ। ବିଜେଡିର ବି ଟିମ୍ ଭାବେ କଂଗ୍ରେସ କାମ କରୁଛି। ମୋ ବିଚାରଧାରାକୁ ନେଇ କଂଗ୍ରେସ ଗଣ୍ଡି ଭିତରେ କାମ କରିପାରିଲି ନାହିଁ। ଏବେ ନୂଆ ଦଳ ହୋଇଛି। ଯୁବବର୍ଗଙ୍କୁ ନେତୃତ୍ବ ଦେବାକୁ ବାଟ ଫିଟିଛି।






