ଲିଭିଗଲାଣି ମାନବିକତା । ହଜି ଗଲା ମଣିଷ ପଣିଆ ।
AK ଭଉଣୀ ର କଙ୍କାଳ ଧରି ଭାଇ ବ୍ୟାଙ୍କ୍ ରେହାଜର ହଁ ଦର୍ଶକ ବନ୍ଧୁ ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲିପଶି ଗାଁ ରେ । ଯାହା ସାରା ଓଡ଼ିଶା କୁ ଥରେଇ ଦେଇଛି ।ପୂର୍ବରୁ ଦାନ ମାଝୀ ନିଜ ପତ୍ନୀ ର ଶବ କୁ ଧରି ଚାଲି ଚାଲି ଯିବା ଘଟଣା ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା ଲିଭିଗଲାଣି ମାନବିକତା । ହଜି ଗଲା ମଣିଷ ପଣିଆ ।


ଏବେ ଏମିତି ଘଟଣା ଅଧିକ ଚର୍ଚ୍ଚା ରେ ରହିଛି । ସୂଚନା ଅନୁସାରେ ମଲିପଶୀ ଗାଁ ର ଜିତୁ ମୁଣ୍ଡା ଙ୍କ ଭଉଣୀ କାଲରା ମୁଣ୍ଡା ଦୁଇ ମାସ ତଳୁ ମୃତ୍ୟୁ ବରଣ କରିସାରିଛନ୍ତି ।ଭଉଣୀ ଙ୍କ ନାଁ ରେ ନିକଟସ୍ଥ ବ୍ୟାଙ୍କ୍ ରେ ୧୯,୩୦୦ ଟଙ୍କା ଜମା ରହିଥିଲା । ସେ ଟଙ୍କା କୁ ଉଠେଇ ବା ପାଇଁ ଜିତୁ ମୁଣ୍ଡା ବ୍ୟାଙ୍କ୍ କୁ ଯାଇଥିଲେ । ଥରେ ନୁହେଁ ଅନେକ ଥର ଯାଇଛନ୍ତି କିନ୍ତୁ ଦୁଃଖର କଥା ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ସେ ଗୋଟିଏ କଥା କହିଛନ୍ତି ଯେ ତାଙ୍କ ଭଉଣୀ ଆସିଲେ ଏଠି ଦସ୍ତଖତ କରି ଟଙ୍କା ଉଠେଇ ନେବେ । ଜିତୁ ମୁଣ୍ଡା ଯେତେ କହିଲେ ବି ଯେ ତାଙ୍କ ଭଉଣୀ ଆଉ ନାହାନ୍ତି ଗତ ଦୁଇ ମାସ ତଳୁ ମୃତ ହେଇ ସାରିଛି । ବ୍ୟାଙ୍କ୍ କର୍ମଚାରୀ ମାନେ ବୁଝିବାକୁ ନାରାଜ ଏବେ ଏମିତି ଘଟଣା ଅଧିକ ଚର୍ଚ୍ଚା ରେ ରହିଛି । ସୂଚନା ଅନୁସାରେ ମଲିପଶୀ ଗାଁ ର ଜିତୁ ମୁଣ୍ଡା ଙ୍କ ଭଉଣୀ କାଲରା ମୁଣ୍ଡା ଦୁଇ ମାସ ତଳୁ ମୃତ୍ୟୁ ବରଣ କରିସାରିଛନ୍ତି । ଭଉଣୀ ଙ୍କ ନାଁ ରେ ନିକଟସ୍ଥ ବ୍ୟାଙ୍କ୍ ରେ ୧୯,୩୦୦ ଟଙ୍କା ଜମା ରହିଥିଲା ସେ ଟଙ୍କା କୁ ଉଠେଇ ବା ପାଇଁ ଜିତୁ ମୁଣ୍ଡା ବ୍ୟାଙ୍କ୍ କୁ ଯାଇଥିଲେ ।

ଥରେ ନୁହେଁ ଅନେକ ଥର ଯାଇଛନ୍ତି କିନ୍ତୁ ଦୁଃଖର କଥା ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ସେ ଗୋଟିଏ କଥା କହିଛନ୍ତି ଯେ ତାଙ୍କ ଭଉଣୀ ଆସିଲେ ଏଠି ଦସ୍ତଖତ କରି ଟଙ୍କା ଉଠେଇ ନେବେ ଜିତୁ ମୁଣ୍ଡା ଯେତେ କହିଲେ ବି ଯେ ତାଙ୍କ ଭଉଣୀ ଆଉ ନାହାନ୍ତି ଗତ ଦୁଇ ମାସ ତଳୁ ମୃତ ହେଇ ସାରିଛି । ବ୍ୟାଙ୍କ୍ କର୍ମଚାରୀ ମାନେ ବୁଝିବାକୁ ନାରାଜସେ ମିଛ କହୁଛି ଯଦି ଭାବିଲେ ତା ହେଲେ
ବ୍ୟାଙ୍କ୍ କର୍ମଚାରୀ ଶିକ୍ଷିତ ହେଇ ମୃତ୍ୟୁ ପ୍ରମାଣ ପତ୍ର ନ ମାଗି ସିଧା ଶୁଣେଇ ଦେଲେ ଯେ ଭଉଣୀ ଙ୍କୁ ସାଙ୍ଗରେ ନେଇ କି ଆସ ଟଙ୍କା ନେଇକି ଯିବ । ଜିତୁ ମୁଣ୍ଡା ନିରୁପାୟ ହୋଇ ଦୁଇମାସ ତଳୁ ଦିଆଯାଇଥିବା କବର ତାଡ଼ି ଭଉଣୀ ର କଙ୍କାଳ ଧରି ସିଧା ବ୍ୟାଙ୍କ୍ ରେ ପହଞ୍ଚିଲା ଯାହା ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା । ବ୍ୟାଙ୍କ୍ କୁ ଯାଉଥିଲା ବେଳେ ସମଗ୍ର ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପୋଲିସ ପାଖରେ ଏ ଖବର ପହଞ୍ଚି ଯାଇଥିଲାସଙ୍ଗେ ସଙ୍ଗେ ପୋଲିସ ଉକ୍ତ ବ୍ୟାଙ୍କ୍ ରେ ପହଞ୍ଚି ଜିତୁ ମୁଣ୍ଡା ଙ୍କୁ ବୁଝା ସୁଝା କରି ଥିଲେ ମଧ୍ୟ ଜିତୁ ନିଜ ଜିଦି ରେ ଅଟଳ ଥିଲା ଯେ ତାକୁ ଟଙ୍କା ଦେଲେ ସେ ଯିବ । ନ ହେଲେ ବ୍ୟାଙ୍କ୍ କାଲି ସେ ପୁରୁଣା କଥା କହିବ ତେଣୁ ମତେ ଟଙ୍କା ମିଳିଲେ ମୁ ଯିବି ପୋଲିସ ଓ ବ୍ୟାଙ୍କ୍ ତରଫରୁ ଅନେକ ବୁଝେଇ ବା ପରେ ସେ ବୁଝିଥଲା । ପୋଲିସ ତାକୁ ନେଇ କଙ୍କାଳ ସହିତ କବର ସ୍ଥାନରେ ଆଉ ଥରେ କବର ଦିଆଯାଇଛି ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ [ ଆପଣଙ୍କ ଖବର ]






