ଏ. କେ ବ୍ୟୁରୋ : ମଣିଷ ମଣିଷ କୁ ଧୋକା ଦେଇ ପାରେ ହେଲେ ପଶୁ କେବେ ଧୋକା ଦେଇ ନ ପାରେ. ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି

ଯାଜପୁର ଜିଲ୍ଲା ଅଙ୍ଗାଲୋ ଗ୍ରାମରେ. ଏକ ଟେଣ୍ଟ ଗୃହ ରେ ମାଲିକ କୁ ରକ୍ଷା କରିବାକୁ ଯାଇ ଏକ ବିଷଧର ସାପ ସହ ଲଢ଼ି ଶେଷ ରେ ପୁତୁଲ ନାମକ ଏକ କୁକୁର ଜୀବନକୁ ବାଜି ଲଗାଇ ବଳିଦାନ ଦେଇଛି.ମାଲିକ ବି ମଧ୍ୟ ପୁତୁଲ ର ପରଲୋକ ରେ ମର୍ମାହତ ହୋଇ ଥିବା ବେଳେ ଗ୍ରାମରେ ବାଜା ରୋଷଣୀ କରି ଗାଁକୁ ଗାଁ ବୁଲାଇ ପୁତୁଲ ର ଶେଷ କୃତ୍ୟ ସମ୍ପନ କରିଛି.






