AK କମୁଛି ସୁନା ଦର ଆଉ ଏହି ଦର ଏବେ ହ୍ରାସ ପାଇବାରେ ଲାଗିଛି । ଯାହା ଏବେ ସମସ୍ତଙ୍କ ପାଇଁ ଖୁସି ଆଣିଛି କାରଣ ବର୍ଧିତ ମୁଲ୍ୟ ଲଗାତାର ଗ୍ରାହକ ହେଉ କିମ୍ବା ବ୍ୟାବସାୟୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଯାହା ଏବେ ସମସ୍ତଙ୍କ ପାଇଁ ଖୁସି ଆଣିଛି କାରଣ ବର୍ଧିତ ମୁଲ୍ୟ ଲଗାତାର ଗ୍ରାହକ ହେଉ କିମ୍ବା ବ୍ୟାବସାୟୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ବର୍ତ୍ତମାନ ସାମାନ୍ୟ ଆଶ୍ବସ୍ତ ଆଣିଛି । ବିଶ୍ୱ ବିଲିଅନ୍ ବଜାରରେ ସୁନା ନିରନ୍ତର ହ୍ରାସ ପାଇ ଚାଲିଛି । ବଢୁଥିବା ସୁନା ରୂପା ଦର ବର୍ତ୍ତମାନ ପାଇଁ ଚିନ୍ତା ର କାରଣ ସାଜିଥିଲା ।

କାରଣ ଏହି ଦର ମଧ୍ୟବିତ୍ତ ଠୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଚିନ୍ତା ର କାରଣ ପାଲଟିଥିଲା । କାରଣ ବର୍ତ୍ତମାନ କୌଣସି ବି କାମ ହେଉ କିମ୍ବା ଝିଅ ବାହାଘର ପ୍ରତ୍ୟେକ କାର୍ଯ୍ୟରେ ସୁନା ଦରକାର , ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୮ ହଜାର ୧୮୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୬,୭୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୮ ହଜାର ,୧୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୩୬,୭୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ୧,୪୯,୧୮୦ ଟଙ୍କା ଓ ୨୨ କ୍ୟାରେଟ ମୂଲ୍ୟ ୧,୩୬,୭୫୦ ଟଙ୍କା ରହିଛି ।
ନୂଆଦିଲ୍ଲୀରେ ୨୪ କ୍ୟାରଟେ୍ ୧,୪୯,୨୩୦ ଟଙ୍କା ଓ ୨୨ କ୍ୟାରେଟ ୧,୩୬,୯୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୦, ୭୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୮,୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୪୯,୧୮୦ ଓ ୨୨ କ୍ୟାରଟ ମୂଲ୍ୟ ୧,୩୬,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୫,୦୦୦ ଟଙ୍କା ହୋଇଛି । ଖାଲି ଏତିକି ନୁହେଁ ସୁନା କିଣିବା ଯେତିକି ଗୁରୁତ୍ବପୂର୍ଣ୍ଣ ସୁନା ପରଖିବା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ । କାହିଁକି ନା ସୁନା କିଣିବା ବେଳେ ଅନେକ ଲୋକ ଶୁଦ୍ଧତା ନେଇ ଠକାମିର ଶିକାର ହୁଅନ୍ତି । ଆପଣ ଯେଉଁ ସମୟରେ ସୁନା କିଣୁଛନ୍ତି ସେ ସମୟରେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସନେ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା କୌଣସି ବି ଜିନିଷ ଭୁଲ ଥିଲେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।






