AK ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ-ଭୁବନ ମୁଖ୍ୟ ରାସ୍ତା ଆଙ୍କୁର୍ଦା ଛକ ନିକଟରେ ଥିବା ମହାଦେବ ଗ୍ରୋସାରି ମଲ ସମ୍ମୁଖରେ ଏକ ହାଇବା ଟ୍ରକ ଏକ ସ୍କୁଟି ଉପରକୁ ଚଢିଯାଇଥିଲା , ଗଁଦିଆ ଅଗ୍ନିଶମ ବାହିନୀ ପହଁଚି ତାଙ୍କୁ ନିକଟସ୍ଥ ବରପଦା ମେଡିକାଲ ରେ ଭର୍ତ୍ତି କରାଇଥିଲେ ।

ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ-ଭୁବନ ମୁଖ୍ୟ ରାସ୍ତା ଆଙ୍କୁର୍ଦା ଛକ ନିକଟରେ ଥିବା ମହାଦେବ ଗ୍ରୋସାରି ମଲ ସମ୍ମୁଖରେ ଏକ ହାଇବା ଟ୍ରକ ଏକ ସ୍କୁଟି ଉପରକୁ ଚଢିଯାଇଥିଲା , ଗଁଦିଆ ଅଗ୍ନିଶମ ବାହିନୀ ପହଁଚି ତାଙ୍କୁ ନିକଟସ୍ଥ ବରପଦା ମେଡିକାଲ ରେ ଭର୍ତ୍ତି କରାଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ,ମୃତକ ହେଲେ ବାବୁ ନାୟକ ପୁଅ ଟୁରା ନାୟକ(୪୦) ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହେଇଯାଇଛି । ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।






