AK ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ । ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ । https://www.bseodisha.ac.in , https://www.bseodisha.nic.in ମାଧ୍ୟମରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ । ଅପେକ୍ଷାର ଅନ୍ତ , ବାହାରିଲା ମାଟ୍ରିକ ରେଜଲ୍ଟ ।

ସନ୍ଧ୍ୟା ୬ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ । ପ୍ରଥମ ଥର ମାତୃଭାଷାରେ ଚଳିତ ଥର ନିଜ ସାର୍ଟିଫିକେଟ୍ ପାଇପାରିବେ ଦଶମ ବୋର୍ଡ଼ ପରୀକ୍ଷାର୍ଥୀ । ଉଭୟ ଓଡିଆ ଓ ଇଂରାଜୀରେ ସାର୍ଟିଫିକେଟ୍ ମିଳିବ । ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ । ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ । https://www.bseodisha.ac.in , https://www.bseodisha.nic.in ମାଧ୍ୟମରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ । Sms ମାଧ୍ୟମରେ କିମ୍ବା ଦଶମ (Roll No) ଟାଇପ୍ କରି ୫୬୭୬୫୦ ମାଧ୍ୟମରେ ଜାଣିପାରିବେ । ଏଥିସହ ପ୍ରଥମ ଥର ମାତୃଭାଷାରେ ଚଳିତ ଥର ନିଜ ସାର୍ଟିଫିକେଟ୍ ପାଇପାରିବେ ଦଶମ ବୋର୍ଡ଼ ପରୀକ୍ଷାର୍ଥୀ । ଉଭୟ ଓଡିଆ ଓ ଇଂରାଜୀରେ ସାର୍ଟିଫିକେଟ୍ ମିଳିବ ।






