ଏ.କେ ବ୍ୟୁରୋ : ଯୁବକଙ୍କ ଦରପୋଡା ମୃତଦେହକୁ ନେଇ ନୟାଗଡ ଜିଲ୍ଳା ଗଣିଆରେ ଚାଞ୍ଚଲ୍ୟ। ବାଲିସାହି ଗାଁ ନିକଟ ରାସ୍ତା କଡରେ ଜଣେ ଯୁବକଙ୍କ ଦରପୋଡା

ମୃତhttp://ମୃତଦେହଦେହ ଠାବ ହୋଇଛି। ମୃତ ଯୁବକ ହେଉଛନ୍ତି ଖଣ୍ଡପଡା ଥାନା କନ୍ଧମିଗିରୀ ଗାଁର ୧୮ ବର୍ଷୀୟ ସଞ୍ଜୟ ପ୍ରଧାନ। ଷଡଯନ୍ତ୍ର କରି କିଏ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଗଣିଆ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରିଛି। ସାଇhttp://ପୋଲିସ ମୃତଦେହ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।ଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।






