AK ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ପୁଣି ତେଜିଲା ରାଜନୀତି । ପୁଣି ମୁହାଁମୁହିଁ ଶାସକ ବିରୋଧୀ । ସୋସିଆଲ ମିଡିଆ ଅପପ୍ରଚାର ପ୍ରସଙ୍ଗରେ ଆଇନମନ୍ତ୍ରୀ ରଖିଲେ ପ୍ରତିକ୍ରିୟା । ବିଜେଡ଼ି ଭଳି ବିଜେପି ମିଥ୍ୟାଚାର କରେ ନାହିଁ। ରତ୍ନ ଭଣ୍ଡାର ଚାବି କେଉଁଠି ଅଛି ? ସେ ଉତ୍ତର ଏବେ ଵି ଦେଇ ନାହାନ୍ତି । ସେ ବାବଦରେ ଆମେ ମୁହଁ ଖୋଲିନୁ, କାରଣ ସେ ବାବଦରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ପୁଣି ତେଜିଲା ରାଜନୀତି । ପୁଣି ମୁହାଁମୁହିଁ ଶାସକ ବିରୋଧୀ ।

ସୋସିଆଲ ମିଡିଆ ଅପପ୍ରଚାର ପ୍ରସଙ୍ଗରେ ଆଇନମନ୍ତ୍ରୀ ରଖିଲେ ପ୍ରତିକ୍ରିୟା । ବିଜେଡ଼ି ଭଳି ବିଜେପି ମିଥ୍ୟାଚାର କରେ ନାହିଁ। ରତ୍ନ ଭଣ୍ଡାର ଚାବି କେଉଁଠି ଅଛି ? ସେ ଉତ୍ତର ଏବେ ଵି ଦେଇ ନାହାନ୍ତି । ସେ ବାବଦରେ ଆମେ ମୁହଁ ଖୋଲିନୁ, କାରଣ ସେ ବାବଦରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିଜେଡ଼ି ଭଳି ବିଜେପି ମିଥ୍ୟାଚାର କରେ ନାହିଁ । ରତ୍ନ ଭଣ୍ଡାର ଚାବି କେଉଁଠି ଅଛି ? ସେ ଉତ୍ତର ଏବେ ଵି ଦେଇ ନାହାନ୍ତି । ସେ ବାବଦରେ ଆମେ ମୁହଁ ଖୋଲିନୁ, କାରଣ ସେ ବାବଦରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ । ଚାବି ହଜିବା କଥା ସମ୍ପୂର୍ଣ ସତ୍ୟ, ଯଦି ଚାବି ଥିଲା କାହିଁକି ରତ୍ନ ଭଣ୍ଡାର ଖୋଲି ପାରିଲେ ନାହିଁ । ଡୁପ୍ଲିକେଟ ଚାବି ଆଣି ପ୍ରହସନ କଲେ, ସେ ଚାବିର ସେ ତାଲା ସହିତ କୌଣସି ସାମଞ୍ଜସ୍ୟ ନଥିଲା । ଏବେ ଯେଉଁ ବିଜୁ ଜନତା ଦଳର ନେତା ସୋସିଆଲ ମିଡ଼ିଆରେ ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କ ଦୁଃସାହସ ଗୋଟେ ଦିନରେ ଛଡ଼େଇ ଦବୁ ।
ତମ ସରକାର ସମୟରେ ରତ୍ନ ଭଣ୍ଡାର କାହଁକି ଖୋଲିଲ ନାହିଁ ? ଡୁପ୍ଲିକେଟ ଚାବି ଆସିଲା କେଉଁଠୁ? ଅନେକ ଅସମାହିତ ପ୍ରଶ୍ନ ଅଛି । ଏସବୁ ପ୍ରଶ୍ନ ପଚାରିବୁ ତାଙ୍କ ନେତା ଓ ବିଜୁ ଜନତା ଦଳକୁ ପାରାଲିସିସ ହୋଇଯିବ । ସେ ଭିତରକୁ ନଯାନ୍ତୁ । ଏହାକୁ ରାଜନୀତିକରଣ କରିବା ଭାରତୀୟ ଜନତା ପାର୍ଟିର ଉଦେଶ୍ୟ ନୁହେଁ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗଣତି ମଣତି ସୁରୁଖୁରୁରେ ଚାଲିଛି । ଭିତର ରତ୍ନଭଣ୍ଡାର ଗଣତି ମଣତି ଚାଲିଛି । ୧୯୭୮ ମସିହାର ଗଣତି ମଣତି ତାଲିକା ସହିତ ମେଳ କରିବାର ପ୍ରକ୍ରିୟା ମଧ୍ୟ ଚାଲିଛି । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ଏସବୁ ପ୍ରକ୍ରିୟାକୁ ଶେଷ କରିବୁ । ଚାବି ହଜିବା ଘଟଣାରେ ବସିଥିବା କମିଶନଙ୍କ ରିପୋର୍ଟ ମଧ୍ୟ ଆମ ପାଖରେ ଅଛି ଖୁବଶୀଘ୍ର ତାକୁ ବିଧାନସଭାରେ ଉପସ୍ଥାପନ କରାଯିବ । ସୋସିଆଲ ମିଡିଆରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।






