AK ପ୍ରାୟ ୪୫ ଦିନର ଅପେକ୍ଷା ପରେ ବାହାରିଲେ ଗଣ ଅଣ୍ଡା ଦାନରୁ ଛୁଆ କଇଁଛ । ଅଣ୍ଡାରୁ ବାହାରି ଗୁରୁଣ୍ଡି ଗୁରୁଣ୍ଡି ସମୁଦ୍ରର ନୀଳ ଜଳ ରାଶି ଭିତରକୁ ଗଲେ କଇଁଛ ଛୁଆମାନେ ।

ଗତ ଦୁଇ ଦିନ ଭିତରେ ଲକ୍ଷ ଲକ୍ଷ କଇଁଛ ଛୁଆ ଗତରୁ ବାହାରି ସମୁଦ୍ରକୁ ଯାଉଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଆୟୋଜନ କରାଯାଇଛି । ସେମାନେ ନିଜ ଅଣ୍ଡାରୁ ବାହାରକୁ ବାହାରିବା ପରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ବିଭିନ୍ନ ବାଲଟି, ଟବ ମାଧ୍ୟମରେ ସଂଗ୍ରହ କରି ନେଇ ସମୁଦ୍ର କୂଳରେ ଛାଡ଼ୁଛନ୍ତି ।






