AK ଗୋଟିଏ ପରେ ତାତିରେ ସାରା ଓଡ଼ିଶା ସନ୍ତୁଳି ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି । ବିଶେଷକରି ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି। ଏସଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଗୋଟିଏ ପରେ ତାତିରେ ସାରା ଓଡ଼ିଶା ସନ୍ତୁଳି ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି । ବିଶେଷକରି ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି। ଏସଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତାପମାତ୍ରା ବଢୁଥିବା ବେଳେ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ହୋଇଛି । ତେବେ ସମ୍ପୂର୍ଣ୍ଣ ରାଜ୍ୟରେ ସ୍କୁଲ ଛୁଟି ଘୋଷଣା ନେଇ ଆଜି ନିଷ୍ପତ୍ତି ଆସିପାରେ । ବୈଠକ ପରେ ଛୁଟି ନେଇ ହୋଇପାରେ ନିଷ୍ପତ୍ତି । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଲେ ଗଣ ଶିକ୍ଷାମନ୍ତ୍ରୀ ।






