AK ରାଜ୍ୟସଭାରେ କ୍ରସ ଭୋଟିଂ ପ୍ରସଙ୍ଗ। ଆଜି ବିଜେଡିର ସବୁ ବିଧାୟକ ମିଳିତ ଭାବେ ଯାଇ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବିପତ୍ର ପ୍ରଦାନ କରିବେ। ଏଥି ପାଇଁ ସବୁ ବିଧାୟକଙ୍କୁ ୧୧ଟା ପୂର୍ବରୁ ଶଙ୍ଖ ଭବନରେ ପହଞ୍ଚିବାକୁ କୁହାଯାଇଛି ।

ରାଜ୍ୟସଭାରେ କ୍ରସ ଭୋଟିଂ ପ୍ରସଙ୍ଗ। ଆଜି ବିଜେଡିର ସବୁ ବିଧାୟକ ମିଳିତ ଭାବେ ଯାଇ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବିପତ୍ର ପ୍ରଦାନ କରିବେ। ଏଥି ପାଇଁ ସବୁ ବିଧାୟକଙ୍କୁ ୧୧ଟା ପୂର୍ବରୁ ଶଙ୍ଖ ଭବନରେ ପହଞ୍ଚିବାକୁ କୁହାଯାଇଛି। ସେଠାରୁ ସେମାନେ ଏକାଠି ହୋଇ ବିଧାନସଭା ଅଭିମୁଖେ ଯିବେ। କିନ୍ତୁ ଦାବିପତ୍ର ପ୍ରଦାନ କରିବାକୁ ହଠାତ୍ ସବୁ ବିଧାୟକଙ୍କୁ କାହିଁକି ଡକରା ପଡ଼ିଲା, ତାହା ରହସ୍ୟଜନକ ହୋଇପଡ଼ିଛି। କିନ୍ତୁ ବାଚସ୍ପତିଙ୍କ ନିଷ୍ପତ୍ତ ଉପରେ ଉଭୟ ଦଳର ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି ।






