AK ତାମିଲନାଡୁ ବିଧାନସଭା ନିର୍ବାଚନ-୨୦୨୬ର ଫଳାଫଳ ଘୋଷଣା କରାଯାଇଛି । ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ରାଜ୍ୟରେ ସର୍ବାଧିକ ଆସନ ଜିତି ଇତିହାସ ସୃଷ୍ଟି କରିଛି । ତାମିଲନାଡୁ ବିଧାନସଭା ନିର୍ବାଚନ-୨୦୨୬ର ଫଳାଫଳ ଘୋଷଣା କରାଯାଇଛି ।

ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ରାଜ୍ୟରେ ସର୍ବାଧିକ ଆସନ ଜିତି ଇତିହାସ ସୃଷ୍ଟି କରିଛି । ଏହି ସମୟରେ ତାମିଲନାଡୁ ବିଧାନସଭାର ଏକ ଆସନ ଆଲୋଚନାର ବିଷୟ ପାଲଟିଛି। କାରଣ ଡିଏମକେ ପ୍ରାର୍ଥୀ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଛନ୍ତି । ଡିଏମକେ ମନ୍ତ୍ରୀ କେ.ଆର. ପେରିଆକାରୁପ୍ପାନ ତିରୁପ୍ପଟୁର ବିଧାନସଭା ଆସନରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ଏହି ଫଳାଫଳ ଦର୍ଶାଉଛି ଯେ ନିର୍ବାଚନରେ ପ୍ରତ୍ୟେକ ଭୋଟ କିପରି ଭାଗ୍ୟ ବଦଳାଇପାରେ । ତାମିଲନାଡୁ ମନ୍ତ୍ରୀ ପେରିଆକୁରୁପନଙ୍କୁ ତାମିଲାଗା ଭେଟ୍ରି କାଜଗାମ (ଟିଭିକେ) ପ୍ରାର୍ଥୀ ଶ୍ରୀନିବାସା ସେଥୁପାଠୀ ଆର ପରାସ୍ତ କରିଛନ୍ତି ।






