AK ଜଗତସିଂହପୁର ପଳାଶୋଳ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ଚନ୍ଦନ ଯାତ୍ରା ମହୋତ୍ସବ ମହାସମାରୋହ ରେ ପାଳିତ ହେଉଛି |

ଏହି ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚାରିଦିନ ବ୍ୟାପି ଆୟୋଜିତ ନାଟକ ମହୋତ୍ସବ ଏବଂ ମିନା ବଜ଼ାର ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଵରିଷ୍ଟ ସମାଜସେବୀ ବଂଶିଧର ପଟ୍ଟନାୟକ ନଡ଼ିଆ ବଡାଈ ମିନା ବଜ଼ାର କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ସଭାପତି ଅକ୍ଷୟ କୁମାର ମହାନ୍ତି | ସରପଞ୍ଚ ମେନକା ଦାସ | ସମିତି ସଭ୍ୟ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ | ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରି ଟେବୁଲ ଟ୍ରଷ୍ଟ ଉପସଭାପତି ରିତୁରାଜମହାନ୍ତି | ସମ୍ପାଦକ ଜାମିନ୍ କାନ୍ତ ନନ୍ଦ | ଟ୍ରଷ୍ଟ ର ଉପଦେଷ୍ଟା ବ୍ରଜ ଵନ୍ଧୁଵିଶ୍ଵଳ | ମନସ କାଣ୍ଡି | ସୁରଜ ଵେହେରା | ଲୁନା ସାହୁ | ଦେବଦତ୍ତ ଦାସ | ନଙ୍ଗୁଳିସାମଲ |,ଵାଵୁଲିସାମଲ | ନରେନ୍ଦ୍ର ବେହେରା |କବିତା ବାରିକ | ମନୋରଞ୍ଜନ ମହାନ୍ତି | ଚୁମୁକି ସେଠି, ଚାରୁଲତା ପଟ୍ଟନାୟକ | ମମତା କାଣ୍ଡି, ବସନ୍ତ କାଣ୍ଡି,ପ୍ରମୁଖ ଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର






