ପ୍ରଥମ କ୍ୟାବିନେଟରେ ହିଁ ବାଂଲାଦେଶକୁ ଲାଗିଥିବା ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ସେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ସୀମାରେ ତାରବାଡ଼ ଲଗାଇବାକୁ ସେ ବିଏସଏଫକୁ ଜମି ହସ୍ତାନ୍ତାର ପ୍ରକ୍ରିୟା ଉପରେ ମୋହର ମାରିଛନ୍ତି। ଲାଉ ଏକ ପୃଷ୍ଟିକର ଖାଦ୍ୟ , କିନ୍ତୁ ସାଧାରଣତ କିଛି ପିଲା ହେଉ କି ଯୁବକ ଯୁବତୀ ଏହି ଲାଉ କୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ।

କିନ୍ତୁ ଏହା ଆମ ଶରୀର ପାଇଁ ହିତକର ହୋଇଥାଏ । ଯାହା ଆମକୁ ଏକ ସୁସ୍ଥ ଶରୀର ଗଠନ ପାଇଁ ସହାୟକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଆପଣ ଯଦି ଏହି ଲାଉ କୁ ଏହି ଉପାୟରେ ଜଳଖିଆ ବନାନ୍ତି ତେବେ ପିଲାଠାରୁ ଆରମ୍ଭ କରି ସମସ୍ତେ ଏହି ଖାଦ୍ୟକୁ ଭଲ ଭାବେ ଖାଇବା ସହ ସ୍ବାଦିଷ୍ଟ ମଧ୍ୟ ହୋଇଥାଏ । ଜଳଖିଆ ରେ ପିଲାଙ୍କ ଠୁ ଆରମ୍ଭ କରି ପରିବାର ପାଇଁ ବନାନ୍ତୁ ଲାଉ ଚଣା ଡାଲି ପରଟା । ଯାହା କି ପାଟିକୁ ସୁଆଦିଆ ସହ ଟେଷ୍ଟି ହୋଇଥାଏ । ଏହା ମଧ୍ୟ ଆମ ପୋଷକ ତତ୍ବ ରେ ଭରି ରହିଥାଏ । ଜାଣନ୍ତୁ ଏହି ପରଟାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଲାଉ
ଚଣା ଡାଲି ସୋୟାବିନ୍ହ ଅଟା ଯାହାକି ଆମ ଶରୀର ପାଇଁ ସ୍ବାସ୍ଥ୍ୟକର ହୋଇଥାଏ । ଏଥିସହ ଏହା ଲାଉ ରେ ବନାଇବା ଦ୍ବାରା ଲାଉ ଆମ ଶରୀର ପାଇଁ ସ୍ବାସ୍ଥ୍ୟକର ସହ ଥଣ୍ତା ହୋଇଥାଏ । ଯାହାକି ଗ୍ରୀଷ୍ମକାଳରେ ଖାଇବା ପାଇଁ ଉପଯୁକ୍ତ। ଚଣା ଡାଲ ଓ ସୋୟାରେ ପ୍ରୋଟିନ ଭରପୂର ଥାଏ, ଯାହା ଶରୀରକୁ ଶକ୍ତି ଦେଇଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଫୁଲ ରଖେ । USDA ଅନୁସାରେ ସୋୟା ବିନ୍ ଓ ଚଣା ଡାଲରେ ବହୁ ପରିମାଣର ପ୍ରୋଟିନ ମିଳେ, ଯାହା ଶାକାହାରୀମାନଙ୍କ ପାଇଁ ଖୁବ ଉପକାରୀ।
ଏବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ …..
ଲାଉ-ଚଣା ଡାଲି ପରଟା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଲାଉ ର ଚୋପା ଛଡାନ୍ତୁ ପରେ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।
ପରେ ଭିଜା ହୋଇଥିବା ଚଣା ଡାଲିକୁ ସୋୟାବିନ୍ ବଢି ସହ ମିଶାଇ ଦିଅନ୍ତୁ ପରେ ଟେଷ୍ଟି କରିବା ପାଇଁ ସେଥିରେ ମସଲା ମିଶାନ୍ତୁ ଯେପରିକି ଅଦା , ରସୁଣ ପିଆଜ ଓ କଂଚାଲଙ୍କା ମିଶାଇ ସେ ମସଲାକୁ ଭଲ ଭାବେ ଗହମ ଅଟାରେ ଚକଟି ଦିଅନ୍ତୁ ।
ଏହା ପରେ ସେହି ଅଟାକୁ ପରଟା ଆକାରରେ ବେଲି ସାରିବା ପରେ ହାଲକା ଘିଅ ଦେଇ ତାଓ୍ବାରେ ସେକି ଦିଅନ୍ତୁ , ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ସ୍ବାସ୍ଥ୍ୟକର ଲାଉ ପରଟା । ଏହି ପରାଟା ର ଆଉ ଏକ ଲାଭ ହେଉଛି ଏହା ଓଜନ କମେଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭଲ ବିକଳ୍ପ । ଲାଉ ଲୋ କ୍ୟାଲୋରି ଖାଦ୍ୟ ହେବା ସହ ଫାଇବରରେ ଭରପୂର ଥାଏ । ତେଣୁ ଏହା ପଚନତନ୍ତ୍ରକୁ ସୁସ୍ଥ ରଖେ ଓ ପେଟକୁ ହାଲୁକା ରଖିଥାଏ । ଚଣା ଡାଲି ଓ ସୋୟା ଶରୀରର ମାଂସପେଶୀ ଶକ୍ତି ବଢ଼ାଇଥାଏ । ସେଥିପାଇଁ ଏହି ପରାଟା କୁ ସକାଳ ଜଳଖିଆ ଭାବରେ ଆପଣ ମାନେ ଖାଇପାରିବେ । ଜାଣନ୍ତୁ ଏହି ପରଟାରେ ବ୍ୟବହୃତ ହେଉଥିବା ସାମଗ୍ରୀ
ଲାଉ
ଚଣା ଡାଲି
ସୋୟାବିନ୍
ଗହମ ଅଟା ଯାହାକି ଆମ ଶରୀର ପାଇଁ ସ୍ବାସ୍ଥ୍ୟକର ହୋଇଥାଏ । ଏଥିସହ ଏହା ଲାଉ ରେ ବନାଇବା ଦ୍ବାରା ଲାଉ ଆମ ଶରୀର ପାଇଁ ସ୍ବାସ୍ଥ୍ୟକର ସହ ଥଣ୍ତା ହୋଇଥାଏ । ଯାହାକି ଗ୍ରୀଷ୍ମକାଳରେ ଖାଇବା ପାଇଁ ଉପଯୁକ୍ତ। ଚଣା ଡାଲ ଓ ସୋୟାରେ ପ୍ରୋଟିନ ଭରପୂର ଥାଏ, ଯାହା ଶରୀରକୁ ଶକ୍ତି ଦେଇଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଫୁଲ ରଖେ । USDA ଅନୁସାରେ ସୋୟା ବିନ୍ ଓ ଚଣା ଡାଲରେ ବହୁ ପରିମାଣର ପ୍ରୋଟିନ ମିଳେ, ଯାହା ଶାକାହାରୀମାନଙ୍କ ପାଇଁ ଖୁବ ଉପକାରୀ।
ଏବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ …..
ଲାଉ-ଚଣା ଡାଲି ପରଟା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଲାଉ ର ଚୋପା ଛଡାନ୍ତୁ ପରେ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।
ପରେ ଭିଜା ହୋଇଥିବା ଚଣା ଡାଲିକୁ ସୋୟାବିନ୍ ବଢି ସହ ମିଶାଇ ଦିଅନ୍ତୁ ପରେ ଟେଷ୍ଟି କରିବା ପାଇଁ ସେଥିରେ ମସଲା ମିଶାନ୍ତୁ ଯେପରିକି ଅଦା , ରସୁଣ ପିଆଜ ଓ କଂଚାଲଙ୍କା ମିଶାଇ ସେ ମସଲାକୁ ଭଲ ଭାବେ ଗହମ ଅଟାରେ ଚକଟି ଦିଅନ୍ତୁ ।
ଏହା ପରେ ସେହି ଅଟାକୁ ପରଟା ଆକାରରେ ବେଲି ସାରିବା ପରେ ହାଲକା ଘିଅ ଦେଇ ତାଓ୍ବାରେ ସେକି ଦିଅନ୍ତୁ , ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ସ୍ବାସ୍ଥ୍ୟକର ଲାଉ ପରଟା । ଏହି ପରାଟା ର ଆଉ ଏକ ଲାଭ ହେଉଛି ଏହା ଓଜନ କମେଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭଲ ବିକଳ୍ପ । ଲାଉ ଲୋ କ୍ୟାଲୋରି ଖାଦ୍ୟ ହେବା ସହ ଫାଇବରରେ ଭରପୂର ଥାଏ । ତେଣୁ ଏହା ପଚନତନ୍ତ୍ରକୁ ସୁସ୍ଥ ରଖେ ଓ ପେଟକୁ ହାଲୁକା ରଖିଥାଏ । ଚଣା ଡାଲି ଓ ସୋୟା ଶରୀରର ମାଂସପେଶୀ ଶକ୍ତି ବଢ଼ାଇଥାଏ । ସେଥିପାଇଁ ଏହି ପରାଟା କୁ ସକାଳ ଜଳଖିଆ ଭାବରେ ଆପଣ ମାନେ ଖାଇପାରିବେ ।






