ଏ.କେ ବ୍ୟୁରୋ :ପାଣିକୋଇଲି ଥାନା ୧୬ନମ୍ବଟ ମ୍ବର ଜାତୀୟ ରାଜପଥରେ ଟ୍ର କ ଧକ୍କାରେ ଅଳତି ରି ତିରି ଗ୍ରାମର ଶିଶିର ମଲ୍ଲିକଙ୍କ ପୁଅ ଦେବେନ୍ଦ୍ର (୩୦)ଙ୍କ ମୃତ୍ୟୁ ଘଟିଛି । ସୋମବାର ସନ୍ଧ୍ୟାରେ ଭୁବନେଶ୍ବରରୁ ବସରେ ଆସି ଓହ୍ଲାଇବା ପରେ ଛକରୁ ଚାଲି ଚାଲି ଘରକୁ ଯାଉଥିଲେ ।

ପୁରୁଣା ଥାନା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେବା ପରେ ମୁଣ୍ଡରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା । ଖବରପାଇ ପୁଲିସ ପହଁଚି ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଦେଖିବାକୁ ମିଳିଛି ।






