ବଲାଙ୍ଗୀର : ବଲାଙ୍ଗିର ସଦର ବ୍ଲକ ପଥର ଚେପା ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଆନୁକୂଲ୍ୟରେ ସୋମବାର ଦିନ ଭଗବାନ ବିର୍ସାମୁଣ୍ଡା କଂ ଜନ୍ମ ଜୟନ୍ତୀ ପାଳନ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ ଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ରେ ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଧରୁଆ,ଜ଼ିଲ୍ଲା କୋଡିନେଟର ଡ଼କ୍ଟର ସୁରେନ୍ଦ୍ରଭୋଇ, ଶରତ ସିଂ ଭୋଇ, କ୍ଷମା ନିଧି ଦଳପତି, ମୟ ପ୍ରଧାନୀ,ଟଙ୍କଧରୁଆ,ଅଷ୍ଟରତ୍ନ ବରିଆ,ବିପ୍ର ବିଶି,ଜ଼ିଲ୍ଲା ଆଦିବାସୀ ନେତା ଧନେଶ୍ୱର ମାଝୀ,ମୁରିବାହାଲ ବ୍ଲକ ସଭାପତି ଲଷ୍ମୀକାନ୍ତ ଧରୁଆ, ସଇଁତଳା ବ୍ଲକ ସଭାପତି ଦେବେନ୍ଦ୍ର ଭୋଇ ଟିଟିଲାଗଡ଼ ବ୍ଲକ ସଭାପତି ବାସୁଦେବ ଯାନୀ ସମ୍ପାଦକ ଲବ ପ୍ରଧାନୀ,ବୈକୁଣ୍ଠ ଧରୁଆ, ବିରେନ କୁମୁରା, ପିତାମ୍ବର ମାଝୀ, ନିରଞ୍ଜନ ଧରୁଆ, ଦୂଷିମନି ପ୍ରଧାନୀ,ନାରୀ ନେତ୍ରୀ ଝରଣା ଭୋଇ,
କାଳିଦ୍ରୀ ମାଝୀ,ନିମାଇଁ ଝାଙ୍କର, ପ୍ରମୋଦ ଭୋଇ,ଯେତ୍ରୀମୟୀ ଭୋଇ, ସବେତ୍ରୀ ମାଝୀ, ବାସନ୍ତୀ ଭୋଇ, ଲଷ୍ମୀ ଭୋଇ, ଅନାଦି ମରପାଚି କେଶବ ଚନ୍ଦ୍ର ମଲ୍ଲିକ,ମଧୁ ଯାନୀ, ଅମିତ ପ୍ରଧାନୀ ଗଣନାଥ ପ୍ରଧାନୀ ଏବଂ ସମସ୍ତ ବ୍ଲକ ସଭାପତି ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ.। ଉକ୍ତ ସଭାରେ ୧୫୨ ତମ ଭଗବାନ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀ ଆଗାମୀ ୧୫ ନଭେମ୍ବର ରବିବାର ଦିନ ହେବାକୁ ଥିବା ସେଥିପାଇଁ ବିଭିନ୍ନ ପ୍ରକାର ଆଲୋଚନା କରାହେଲା।
ଶେଷରେ ୧୪ ଗୋଟି ବ୍ଲକ ରୁ ଅଧିକ ରୁ ଅଧିକ ଲୋକ ଧରତୀୟା ବା ଭଗବାନ ବିର୍ସା ମୁଣ୍ଡା କଂ ଜନ୍ମ ଜୟନ୍ତୀ ରେ ସାମିଲ ହୋଇପାରିବେ। ବୋଲି ଜ଼ିଲ୍ଲା ସଭାପତି ସମସ୍ତ ବ୍ଲକ ସଭାପତି ତଥା ଜ଼ିଲ୍ଲା କର୍ମ କର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ।






