ମହାପ୍ରଭୁଙ୍କ ଦର୍ଶନ କଲେ ଫେମିନା ମିସ୍ ଇଣ୍ଡିଆର ପ୍ରତିଯୋଗୀ Apanankakhabara Published April 15, 2026 AK ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିଯୋଗୀମାନେ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦେଶର ସମସ୍ତ ରାଜ୍ୟରୁ ଜଣେ ଲେଖାଏଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ପ୍ରଥମ ଥର ପାଇଁ କିଟ୍ ବିଶ୍ବବିଦ୍ୟାଳୟରେ ଏହି ପ୍ରତିଯୋଗିତାର ଆୟୋଜନ ହୋଇଛି। Facebook WhatsApp Twitter ଜରୁରୀ ସୂଚନାAdvertisement