AK ଆପଣଙ୍କ ଫୋନକୁ ଆସୁଛିକି ଏମର୍ଜେନ୍ସି ଆଲର୍ଟ । ଯଦି ଏପରି ହୋଇଛି, ତେବେ ଆତଙ୍କୀତ ନହେବା ପାଇଁ ଟେଲିକମ୍ ବିଭାଗ ପରାମର୍ଶ ଦେଇଛି । ତେବେ ଏହି ଆଲର୍ଟ ଜରୁରୀକାଳୀନ ସ୍ଥିତିରେ ଆସିବ ଜଣାପଡିଛି ।


ଆପଣଙ୍କ ଫୋନକୁ ଆସୁଛିକି ଏମର୍ଜେନ୍ସି ଆଲର୍ଟ । ଯଦି ଏପରି ହୋଇଛି, ତେବେ ଆତଙ୍କୀତ ନହେବା ପାଇଁ ଟେଲିକମ୍ ବିଭାଗ ପରାମର୍ଶ ଦେଇଛି । ତେବେ ଏହି ଆଲର୍ଟ ଜରୁରୀକାଳୀନ ସ୍ଥିତିରେ ଆସିବ ଜଣାପଡିଛି । ଏଥିପାଇଁ କୌଣସି ଲୋକ ଭୟଭୀତ ନହୋଇ ମେସେଜକୁ ଅଣଦେଖା କରନ୍ତୁ । ଆଜି ଅପରାହ୍ନ ୧୨ ଟା ପୂର୍ବରୁ ସମସ୍ତ ଆଧାର ଲିଙ୍କ ମୋବାଇଲ ନମ୍ବରକୁ ଏମର୍ଜେନ୍ସି ଆଲର୍ଟ ଆସିବ ବୋଲି ଟେଲିକମ୍ ବିଭାଗ ସୂଚନା ଦେଇଛି । ତେବେ ଏହି ଆଲର୍ଟ ପରେ କିଛି ଲୋକ ଭୟଭୀତ ହୋଇଥିବା ସୂଚନା ରହିଛି , ତେବେ ଭୟଭୀତ କେହି ନହେବାକୁ ପରାର୍ମଶ ଦେଇଛି ଟେଲିକମ୍ ବିଭାଗ






