AK ଦଶମ ଶ୍ରେଣୀ ICSE ର ଅକ୍ସିତା ଶାହ । 96% ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହିପରି ରାଜ ଘୋଷ 90% ରଖି ଦ୍ଵିତୀୟ ସ୍ଥାନ ଓ ପ୍ରବୀନ କୁମାର 86% ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏମଡ଼ି.ଅlଦନାନ 85.4% ରଖି ଚତୁର୍ଥ ଓ କାବ୍ୟାନ୍ତ ବର୍ମା 84.6% ରଖି ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ସେକ୍ଟର -2 ସ୍ଥିତ ଡ଼ିସୋଜା ବିଦ୍ୟାଳୟର ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖି ଉର୍ତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।

ଦଶମ ଶ୍ରେଣୀ ICSE ର ଅକ୍ସିତା ଶାହ । 96% ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହିପରି ରାଜ ଘୋଷ 90% ରଖି ଦ୍ଵିତୀୟ ସ୍ଥାନ ଓ ପ୍ରବୀନ କୁମାର 86% ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏମଡ଼ି.ଅlଦନାନ 85.4% ରଖି ଚତୁର୍ଥ ଓ କାବ୍ୟାନ୍ତ ବର୍ମା 84.6% ରଖି ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ଵାଦଶ ISC ରେ ସମସ୍ତ ଛାତ୍ରଛାତ୍ରୀ ଉର୍ତ୍ତୀଣ ହୋଇଥିବା ବେଳେ ବିଜ୍ଞାନ ରେ ଆୟୁଷ କୁମାର ଚୌଧୁରୀ ପ୍ରଥମ ସ୍ଥାନ ରେ ରହି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏବଂ ସାନା ସିହ୍ନା ଦ୍ଵିତୀୟ ସ୍ଥାନ ରେ ଅଛନ୍ତି । ବାଣିଜ୍ୟରେ ଅଭୟ ତିର୍କି ପ୍ରଥମ ଓ ଅଞ୍ଜଳି ସ୍ନେହା ଲାକ୍ରା ଦ୍ଵିତୀୟ ସ୍ଥାନ ରେ ରହି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । କଳା ପ୍ରଥମ ସ୍ଥାନ ରେ ଆସି ଶର୍ମା ଓ ଦ୍ଵିତୀୟ ସ୍ଥାନ ରେ ଦିଶା ଦଣ୍ଡପାତ ରହି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ବିଦ୍ୟାଳୟର ଏହି ସଫଳତା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ- ଅଧକ୍ଷ ଓ ସହ ଅଧ୍ୟକ୍ଷ,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇବା ସହ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ର କାମନା କରିଛନ୍ତି ।






