AK ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅତି ନିକଟତର ତଥା ବିଶ୍ୱସ୍ତ ସହଯୋଗୀ ପିଏ ଚନ୍ଦ୍ରନାଥଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି । ଘଟଣାଟି ଥିଲା କିଛି ଏମିତି , ଅଧରାତିରେ ଚନ୍ଦ୍ରନାଥ ରଥ ମଧ୍ୟମଗ୍ରାମର ଦୋହାରିଆ ଅଞ୍ଚଳ ଦେଇ ଯାଉଥିଲେ । ଡ୍ରାଇଭର ଗାଡ଼ି ଚଲାଉଥିଲେ ଏବଂ ସେ ପାଖ ସିଟ୍ରେ ବସିଥିଲେ । ନିର୍ବାଚନର ଫଳାଫଳ ବାହାରିବା ପରେ ରକ୍ତମୁଖା ହୋଇଛି ପଶ୍ଚିମବଙ୍ଗର ରାଜନୀତି । ବଙ୍ଗଳାରେ ଜଣଙ୍କ ଜୀବନ ନେଇଯାଇଛି ରାଜନୈତିକ ହିଂସା । ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅତି ନିକଟତର ତଥା ବିଶ୍ୱସ୍ତ ସହଯୋଗୀ ପିଏ ଚନ୍ଦ୍ରନାଥଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି ।

ଘଟଣାଟି ଥିଲା କିଛି ଏମିତି , ଅଧରାତିରେ ଚନ୍ଦ୍ରନାଥ ରଥ ମଧ୍ୟମଗ୍ରାମର ଦୋହାରିଆ ଅଞ୍ଚଳ ଦେଇ ଯାଉଥିଲେ । ଡ୍ରାଇଭର ଗାଡ଼ି ଚଲାଉଥିଲେ ଏବଂ ସେ ପାଖ ସିଟ୍ରେ ବସିଥିଲେ । ରିପୋର୍ଟ ଅନୁଯାୟୀ, ଗୋଟିଏ ଗାଡ଼ି ବହୁତ ସମୟ ଧରି ଚନ୍ଦ୍ରନାଥଙ୍କ ସ୍କୋର୍ପିଓକୁ ଅନୁସରଣ କରୁଥିଲା । କିଛି ସମୟ ପରେ ଗାଡ଼ିଟି ସ୍କୋର୍ପିଓ ଆଗରେ ଅଟକିଗଲା ଆଉ କିଛି ବାଇକ୍ ଆରୋହି ହେଲମେଟ୍ ପିନ୍ଧି ଚନ୍ଦ୍ରନାଥଙ୍କ ଆଡ଼କୁ ଆଖିବୁଜା ଗୁଳି ଚଳାଇଥିଲେ । ମୋଟ ଦଶ ରାଉଣ୍ଡ ଗୁଳି ଚଳାଇଥିଲେ ଅଭିଯୁକ୍ତ । ଯେଉଁଥିରେ ୩ ଟି ଗୁଳି ମୁଣ୍ଡରେ ଏବଂ ୫ ଟି ଛାତିରେ ବାଜିବା କାରଣରୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଚନ୍ଦ୍ରନାଥ । ଏହି ଗୁଳିକାଣ୍ଡରେ କାର୍ ଡ୍ରାଇଭର୍ ମଧ୍ୟ ଗୁରୁତର ହୋଇ ଚିକିତ୍ସୀତ ହେଉଛନ୍ତି । ଘଟଣା ପରେ ପୂରା ଅଞ୍ଚଳରେ ଉତ୍ତେଜନା ବଢ଼ିଛି । ନିଜେ ଶୁଭେନ୍ଦୁ ଅଧିକାରୀ ରାତିରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜଣଙ୍କ ଜୀବନ ନେଇଯାଇଛି ରାଜନୈତିକ ହିଂସା । ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅତି ନିକଟତର ତଥା ବିଶ୍ୱସ୍ତ ସହଯୋଗୀ ପିଏ ଚନ୍ଦ୍ରନାଥଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି । ଘଟଣାଟି ଥିଲା କିଛି ଏମିତି , ଅଧରାତିରେ ଚନ୍ଦ୍ରନାଥ ରଥ ମଧ୍ୟମଗ୍ରାମର ଦୋହାରିଆ ଅଞ୍ଚଳ ଦେଇ ଯାଉଥିଲେ । ଡ୍ରାଇଭର ଗାଡ଼ି ଚଲାଉଥିଲେ ଏବଂ ସେ ପାଖ ସିଟ୍ରେ ବସିଥିଲେ । ରିପୋର୍ଟ ଅନୁଯାୟୀ, ଗୋଟିଏ ଗାଡ଼ି ବହୁତ ସମୟ ଧରି ଚନ୍ଦ୍ରନାଥଙ୍କ ସ୍କୋର୍ପିଓକୁ ଅନୁସରଣ କରୁଥିଲା । କିଛି ସମୟ ପରେ ଗାଡ଼ିଟି ସ୍କୋର୍ପିଓ ଆଗରେ ଅଟକିଗଲା ଆଉ କିଛି ବାଇକ୍ ଆରୋହି ହେଲମେଟ୍ ପିନ୍ଧି ଚନ୍ଦ୍ରନାଥଙ୍କ ଆଡ଼କୁ ଆଖିବୁଜା ଗୁଳି ଚଳାଇଥିଲେ । ମୋଟ ଦଶ ରାଉଣ୍ଡ ଗୁଳି ଚଳାଇଥିଲେ ଅଭିଯୁକ୍ତ । ଯେଉଁଥିରେ ୩ ଟି ଗୁଳି ମୁଣ୍ଡରେ ଏବଂ ୫ ଟି ଛାତିରେ ବାଜିବା କାରଣରୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଚନ୍ଦ୍ରନାଥ । ଏହି ଗୁଳିକାଣ୍ଡରେ କାର୍ ଡ୍ରାଇଭର୍ ମଧ୍ୟ ଗୁରୁତର ହୋଇ ଚିକିତ୍ସୀତ ହେଉଛନ୍ତି । ଘଟଣା ପରେ ପୂରା ଅଞ୍ଚଳରେ ଉତ୍ତେଜନା ବଢ଼ିଛି । ନିଜେ ଶୁଭେନ୍ଦୁ ଅଧିକାରୀ ରାତିରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲେ ।






