AK ମହିଳା ସଂରକ୍ଷଣ ବିଲ୍ ଉପରେ କିରଣ ବେଦୀଙ୍କ ପ୍ରତିକ୍ରିୟା । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇ ନପାରିଲେ ମହିଳା ଭୋଟରମାନେ ୨୦୨୯ ନିର୍ବାଚନରେ ଏହାର ଜବାବ ଦେବେ ବୋଲି କିରଣ ବେଦୀ କହିଛନ୍ତି । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ଆଇପିଏସ୍ ଅଫିସର ତଥା ପୁଡୁଚେରୀର ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀ । ମହିଳା ସଂରକ୍ଷଣ ବିଲ୍ ଉପରେ କିରଣ ବେଦୀଙ୍କ ପ୍ରତିକ୍ରିୟା । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇ ନପାରିଲେ ମହିଳା ଭୋଟରମାନେ ୨୦୨୯ ନିର୍ବାଚନରେ ଏହାର ଜବାବ ଦେବେ ବୋଲି କିରଣ ବେଦୀ କହିଛନ୍ତି । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ଆଇପିଏସ୍ ଅଫିସର ତଥା ପୁଡୁଚେରୀର ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀ ।

ସେ କହିଛନ୍ତି,ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନହେଲେ ମହିଳା ଭୋଟରମାନେ ୨୦୨୯ ମସିହା ନିର୍ବାଚନରେ ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକ ତୃତୀୟାଂଶ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ପ୍ରାର୍ଥୀମାନଙ୍କୁ ନିର୍ଣ୍ଣାୟକ ଭାବରେ ସମର୍ଥନ କରିପାରିବେ । ମହିଳାମାନେ ଏବେ ଶାସନ ଏବଂ ନୀତି ନିର୍ଦ୍ଧାରଣରେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି । ମହିଳାଙ୍କୁ ଆଉ ଅଣଦେଖା କରାଯାଇପାରିବ ନାହିଁ ବୋଲି କିରଣ ବେଦୀ କହିଛନ୍ତି ।






