ଏ.କେ ବ୍ୟୁରୋ : କମସର। ମଣ୍ଡଳ ତରଫ ରୁ ମଣ୍ଡଳ ସ୍ତରୀୟ ସାଂଗଠାନିକ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା , ଉକ୍ତ ସଭା ରେ ମଣ୍ଡଳ ସଭାପତି ଅଶ୍ୱିନୀ କୁମାର ମହାକୁର ସଭାପତିତ୍ବ କରିଥିଲେ,ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ବେଣୁଧର ଦାସ ଯୋଗଦେଇଥିଲେ,

ସମ୍ମାନିତ ଅତିଥି ଭାବେ ଆନନ୍ଦ ବାରିକ,ରାଜକିଶୋର ମେଣ୍ଡିଲି, ଭବାନୀ ଶଙ୍କର ପଣ୍ଡା,ସନାତନ କର୍ମୀ, ରଶ୍ମିତା ଷଡ଼ଙ୍ଗୀ,ପ୍ରକାଶ ସାହୁ,ଦିଲୀପ ବାଗ , ଆର୍ତ୍ତତ୍ରାଣ ବଗର୍ତ୍ତୀ, କୁଶଲେଶ୍ୱର ପାଣ୍ଡେ, ବିଶେଶ୍ୱର ସାହୁ, ସୁବାସ ସୁନା ,ରବୀନ୍ଦ୍ର ମିଶ୍ର ପ୍ରଭୁତି ମଞ୍ଚାସିନ ଥିଲେ ଓ ଜୟକୃଷ୍ଣ ଘିବେଳା,ମୁରଲୀ ସାହୁ, ଭବାନୀ ଶଙ୍କର ବଗର୍ତ୍ତୀ ଯୋଗାଯୋଗ ବ୍ୟବସ୍ଥା କରିଥିଲେ, ଶେଷ ରେ ରବୀନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ






