ଏ.କେ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳରେ ଥିବା ଗୁନା ଓ ତୁଷୁରା ପେକ୍ସରେ 2014-15 ରେ ସେକ୍ରେଟାରୀ ସନୋଜ କୁମାର ମିଶ୍ର କାର୍ଯ୍ୟରତ ଥିଲେ ।

ସେ ପ୍ରଥମେ ଗୁନା ପେକ୍ସ ର ଦୁନିତି ମାମଲାରେ ଆଜି ପର୍ଯ୍ୟନ୍ତ ସସ୍ପେଣ୍ଡ ରେ ଅଛନ୍ତି।ଓ ପରେ ତୁଷୁରା ପେକ୍ସ ରେ 2014-15 ବର୍ଷରେ ଧାନ କିଣା ବିକା ଦୁର୍ନିତି . ଅଭିଯୋଗ ଆଧାରରେ ବଲାଙ୍ଗିର ଭିଜିଲାନ୍ସ ଓ ସୋନପୁର ଭିଜିଲାନ୍ସ ମିଳିତ ଭାବେ ଏକ ଟିମ ଗଠନ କରି ତଦନ୍ତ କରିଥିଲେ । ଓ ତଦନ୍ତ କରି 42,00,000 ଲକ୍ଷ ଟଙ୍କା ହେରଫେର ବୋଲି ଜଣାପଡ଼ିଛି । ଉକ୍ତ ପେକ୍ସ ସେକ୍ରେଟାରୀ ସନୋଜ କୁମାର ମିଶ୍ର ଙ୍କୁ ଭିଜିଲାନ୍ସ ଗିରଫ କରିଛି ।






