ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା , ପାଲହଡା ବ୍ଲକ ର (ମାଟିର ଥିବା ୫୨ କେଜି ଗଂଜେଇ ମାଜିଷ୍ଟ୍ରେଟ ଜବତ ): ଆଜି ବୁଧବାର ଭୋର 6,30 ଦାଇତ୍ବରେ ଥୁବା ଡେପୁଟି କଲେକ୍ଟର ମିନିଟ୍ ସମୟରେ ପାଳଲହଡା ପୋଲିସ ସୌମ୍ୟାଶ୍ରୀ ପରିଡାଙ୍କ ଉପସ୍ଥିତିରେ ଜବତ ପକ୍ଷରୁ ଯାନବାହନ ଯାଞ୍ଚ କରୁଥିବା ସମୟ କରିଥିଲେ ! ତିନି ଅଭିଯୁକ୍ତ (ମୂଖ୍ୟ) ରେ ସନ୍ଦେହରେ ଏକ କାର ଅଟକାଇ ଯାଞ୍ଚ ଅନୁଗୋଳ ଥାନା ରନ୍ତେଲେଇ ଗ୍ରାମର କରିବା ସମୟରେ ଗାଡ଼ି ଭିତରୁ ପ୍ରାୟ ୫୨ ଜ୍ୟୋତିଷ କୁମାର ନାଏକ (୪୩), ବଅଁରପାଳ କେଜି ଗଞ୍ଜେଇ ଜବତ କରିଛି ଓ କାରରେ ଥାନା ତଳମୂଳ ଶାସନ ଗ୍ରାମ ର ପ୍ରତାପ କୁମାର ବେହେରା ଥିବା ତିନି ଜଣ ଯୁବକଙ୍କୁ ଗିରଫ କରିଛି ।

(୪୫), ବୌଦ ଥାନା ବରଝୁଲି ଗ୍ରାମ ର ଆଶିଷ କୁମାର ପ୍ରଧାନ (୨୯) ବୋଲି ପୋଲିସ ସୁତ୍ର ରୁ ଜଣାପଡ଼ିଛି! ଅଧିକାରୀ ପ୍ରଦୀପ ମହାନ୍ତି ଙ୍କ ନେତୃତ୍ବ ରେ ତିନି ଜଣ ଯୁବକ ବୌଦ ଠାରୁ ଗଞ୍ଜେଇ 149 ନମ୍ବର ଓ 49 ନମ୍ବର ଜାତୀୟ ନେଇ ରିଆମାଳ, ଦେବଗଡ ଦେଇ କଟକ ରାଜପଥ ସଂଯୋଗ ସୁଳ କାଇଁଶିରିପାଲି ଛକ ନେଉଥିବା ଜଣାପଡ଼ିଛି ! ଚଢାଉ ସମୟ ରେ ଠାରେ ନିୟମିତ ଯାନବାହନ ଯାଞ୍ଚ ଚାଲୁଥିବା ଏସ ଆଇ, ଅର୍ଚ୍ଚନା ଚମ୍ପତ୍ତା, ଏ ଏସ ଆଇ ସମୟରେ ଏକ ସ୍ଵିଫ୍ଟ ଡିଜାୟାର କାର ଗାଡ଼ି ପ୍ରଦୀପ ମହାନ୍ତି, ଦୁଷ୍ମନ୍ତ ବାରିକ, କନେଷ୍ଟବଳ ନମ୍ବର ଓ ଡି ୩୫ ୨୨୭୩ କୁ ସନ୍ଦେହରେ ଆଦିତ୍ୟ ଚାମ୍ପିଆ, ଯଦୁମଣି ମହାନ୍ତି, ଶସ୍ମିତା ଅଟକ ରଖ୍ ଥିଲେ ! ଗାଡିଟି ଖସିଯିବାକୁ ବେହେରା ଓ ସନ୍ତୋଷ ମହାନ୍ତି ସାମିଲ ଚେଷ୍ଟା କରୁଥିବା ସମୟ ରେ ପାଳଲହଡା ଥିଲେ!ପାଳଲହଡା ପୋଲିସ କେସ ନମ୍ବର ପୋଲିସ ଗାଡ଼ି କୁ ଅଟକାଇବାରେ ସଫଳ ୧୯୫/୨୨’୭’୨୦୨୬/U/S -20/(b)(ii) ହୋଇଥିଲେ। ପରେ କାରଟିକୁ ଯାଞ୍ଚ କରିବା (c)25/29,NDPS act ଅନୁଯାଇ କୋର୍ଟ ପରେ ଗାଡିର ଡ଼ିକି କି ଭିତରୁ ଦୁଇଟି ବସ୍ତା ରେ ଚାଲାଣ କରିଥିବା ଜଣାପଡ଼ିଛି!ଅନୁଗୋଳ ରୁ ଶ୍ୟାମଘନ ନାଏକ ଙ୍କ ରିପୋର୍ଟ ଆପଣ ଙ୍କ ଖବର






