ଏ.କେ ବ୍ୟୁରୋ :ବୁଗୁଡ଼ା ବ୍ଳକ୍ ବାଲିପଦର ପଂଚାୟତ ଅନ୍ତର୍ଗତ ସଦାଶିବପୁର ଶାସନ ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ବିପିନ ଚନ୍ଦ୍ର ଖାଡ଼ଙ୍ଗା(୯୩) ଙ୍କ ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।

ସେ ୧୦ ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ଶଯ୍ୟା ସାଇ ଥିବା ବେଳେ ଶୁକ୍ରବାର ଅପରାହ୍ନ ୦୪:୦୦ ସମୟ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟ ରେ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି,ନାତୁଣୀ, ବନ୍ଧୁ ବାନ୍ଧବ, ପରିବାର ବର୍ଗ, ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ। ସେ ଜଣେ ଛାତ୍ର ବାତ୍ସଳ ଶିକ୍ଷକ ଏବଂ ଜଣେ କର୍ମଠ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର






