ଏ.କେ ବ୍ୟୁରୋ : ଜଗତସିଂହପୁର ପୌର ପରିଷଦ କୋଡିଏ ନମ୍ବର ୱାର୍ଡ ମୁକୁନ୍ଦପୁର ଗ୍ରାମର ଏକାଅଶୀ ବର୍ଷୀୟା ବଧିର ବୃଦ୍ଧା ଦୁର୍ଗା ଚରଣ ସାହୁ ୫ ମାସ ରୁ ଉର୍ଦ୍ଧ ହେବ ବାର୍ଦ୍ଧକ୍ୟ ଭତା ପାଇବାରୁ ବଞ୍ଚିତ ହେବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ଏ ସମ୍ପର୍କ ରେ ଦୁର୍ଗା ଚରଣ ଜଗତସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜ଼ିଲ୍ଲାପାଳ ଆଦିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ହେଲେ କେବଳ ମିଥ୍ୟା ପ୍ରତିଶୃତି ଏବଂ ପ୍ରତାରଣା ମିଳିଛି ହେଲେ ସମସ୍ୟା ସମାଧାନ ହୋଇନାହିଁ | ରାଜ୍ୟ ସରକାର ଏବଂ ଜ଼ିଲ୍ଲା ପ୍ରଶାସନ ର ବିକାଶ ମୂଳକ ବିନାଶ ଚିନ୍ତା ଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ଦୁର୍ଗା ଚରଣ କଟୁ ସମାଲୋଚନା କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର ଆପଣଙ୍କ ଖବର






