ଏ.କେ ବ୍ୟୁରୋ : ବୁଗୁଡ଼ା ୨୧/୦୭/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା ) ବୁଗୁଡ଼ା ପିପୁଲସ୍ କଲେଜ୍ ରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦାନ କରିଛନ୍ତି ଶ୍ରୀ ଭଗବାନ ଶତପଥି।କଲେଜ୍ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ପୁରୁଷୋତ୍ତମ ମିଶ୍ର

ଅନୁଗୁଳ ଜିଲ୍ଳା ର ଆଠମଲ୍ଲିକ ଡ଼ିଗ୍ରୀ କଲେଜ କୁ ବଦଳି ହୋଇଥିବା ବେଳେ ତାଙ୍କା ସ୍ଥାନ ରେ ନୂତନ ଅଧ୍ୟକ୍ଷ ଭାବେ ଶ୍ରୀ ଶତପଥୀ ଯୋଗଦେଇ ଛନ୍ତି । ସେ ପୂର୍ବରୁ ବଲାଙ୍ଗୀରି ଜିଲ୍ଲା ର ଯୋଗୀସାର୍ଢା ଗ୍ରାମ ସ୍ଥିତ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ରେ କାର୍ଯ୍ୟରତ ଥିଲେ । ପିପୁଲସ୍ କଲେଜ୍ ରେ ଗୁଣାତ୍ମକ ଶିକ୍ଷା କୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ଶତପଥି ମାତା ପ୍ରକାଶ କରିଛନ୍ତି






