ଏ.କେ ବ୍ୟୁରୋ : ଆଜି ଭୁବନେଶ୍ୱରସ୍ଥିତ କସ୍ତୁରିବା ନାରୀମହଲ ସମ୍ମିଳନୀ କକ୍ଷରେ ରାଜ୍ୟ ସଭାପତି ମାନ୍ୟବର ସରୋଜ କୁମାର ନାଏକଜୀଙ୍କ ସଭାପତିତ୍ତ୍ୱରେ ମୁଖ୍ୟ ଅତିଥି,Dr. Lalji Medhankarji, state Cordinator, ଛତିଶଗଡ ରାଜ୍ୟର ପୂର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ ପ୍ରଭାରୀ ମାନ୍ୟବର ଦାଉରାମ ରତ୍ନାକର ଜୀ ଚମ୍ପାଲାଲ ଟୁଁଙ୍ଗୁରିଆ ଜୀ କେନ୍ଦ୍ରୀୟ ରାଜ୍ୟ ପ୍ରଭାରୀ,,, ଉପସଭାପତି ବିଭୁତି ଭୂଷଣ ମାଝୀ ଜୀ, ରାଜ୍ୟ ପ୍ରଭାରୀ Jitu jakesika ji, ଯୋଗଦେଇ ବୈଠକକୁ ସଫଳ କରିଥିଲେ l
ଉକ୍ତ ବୈଠକରେସମସ୍ତ ଜିଲ୍ଲାର ସଭାପତି, ତଥା ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ଯୋଗଦେଇଥିଲେ l #ଅନୁଗୋଳ ଜିଲ୍ଲା ତରଫରୁ #ଜିଲ୍ଲାସଭାପତି #ଖଗେଶ୍ୱର #ନାଏକଙ୍କ ସମେତ ଜିଲ୍ଲା କମିଟିର ସମସ୍ତ ନେତୃବୃନ୍ଦ ଯୋଗଦେଇଥିଲେ lମୁଖ୍ୟ ଅତିଥି ଡ଼ଃ ଅଶୋକ ସିଦ୍ଧାର୍ଥ, ସାର କହିଲେ କି ଓଡ଼ିଶାରେ ବହୁଜନ ସମାଜର ଲୋକ 40 ପ୍ରତିଶତରୁ ଅଧିକ ଥିଲେ ମଧ୍ୟ ଓଡ଼ିଶାରେ ବହୁଜନ ସମାଜର ସରକାର ଆସିପାରୁନି,,, ତେଣୁ ତନ ମନ ଧନ ଦେଇ ବହୁଜନ ସମାଜ ପାର୍ଟିର ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି l ଅନ୍ୟତମ ଅତିଥି,, ପୂର୍ବତନ ବିଧାୟକ ଦାଉରାମ ରତ୍ନାକର ଜୀ କହିଲେ କି ଯେ ପର୍ଯ୍ୟନ୍ତ ବହୁଜନ ସମାଜ ପାର୍ଟିର ଅର୍ଥ ବହୁଜନ ସମାଜ ଲୋକ ବୁଝିପାରିବେ ନାହିଁ,, ସାମାଜିକ କ୍ରାନ୍ତି ଲୋକମାନଙ୍କ ମଧ୍ୟରେ ଜାଗ୍ରତ ହୋଇନାହିଁ l ସେପର୍ଯ୍ୟନ୍ତ ଆମେ ଶାସକ ହୋଇ ପାରିବା ନାହିଁ l ନିଜ ହକ ଅଧିକାର ନେଇ ସାମାଜିକ ଲଢେଇ କରିବାକୁ ହେଲେ ବହୁଜନ ସମାଜ ପାର୍ଟିରେ ଯୋଗଦେଇ ସଂଗଠିତ ହୋଇ ଲଢ଼ିବାକୁ ହେବ ବୋଲି ଅତିଥି ଗଣ ଆହ୍ୱାନ ଦେଇଛନ୍ତି






