ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଉଳିଗଡ଼ ଗ୍ରାମ ପଞ୍ଚାୟତ
ଆଜି ଓଡିଶା ସରକାର ଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ବଉଳିଗଡ ଗ୍ରାମ ପଞ୍ଚାୟତ ବଉଳିଗଡ ହାଟ ଠାରୁ ଜୁହାରପୁର କେନ୍ଦୁଗାଡ଼ିଆ ପର୍ଯ୍ୟନ୍ତ ୬.୨୨ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଥିବା ରାସ୍ତା ର ଶିଳାନ୍ୟାସ ଉତ୍ସବରେ ଅନୁଗୋଳ ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ସହିତ ମିଶି ଦଳ ର ନେତୃବୃନ୍ଦ ଓ ଗ୍ରାମବାସୀ ଙ୍କ ଗ୍ରହଣରେ ଉପସ୍ଥିତ ରହି ଶିଳାନ୍ୟାସ କରିଥୂଲୁ ।

ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅମରେନ୍ଦ୍ର ଗଡ଼ନାୟକ ପଞ୍ଚାୟତ ର ସମିନ୍ତି ସଭ୍ୟ ଶ୍ରୀଯୁକ୍ତ ପ୍ରତାପ କୁମାର ସାମଲ.ଜିଲ୍ଲା ପରିଷଦ ଶ୍ରୀମତି ମୀରା ଗଡ଼ନାୟକ.ବିଜେପି ର ପଞ୍ଚାୟତ ସଭାପତି ଶ୍ରୀ ଦିଲିପି କୁମାର ଭୁକ୍ତା , ବିଜେପି ନେତା ଶ୍ରୀ ପ୍ରମୋଦ ପରିଡା , ମୁକୁନ୍ଦ କୁମାର ଗଡ଼ନାୟକ , ରୋଞ୍ଜିତି କୁମାର ଭୁକ୍ତା.ପ୍ରିୟବ୍ରତ ସାମଲ. କାର୍ତ୍ତିକା ଭୁକ୍ତା. ଓ ଦଳ ର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ!
ଅନୁଗୋଳ ରୁ ଶ୍ୟାମଘନ ନାଏକ ଙ୍କ ରିପୋର୍ଟ ଆପଣ ଙ୍କ ଖବର






