ଏ.କେ ବ୍ୟୁରୋ : ସ୍ବାମୀ କୁ ଛାଡି ଗ୍ରିଲ ଦୋକାନୀ ପ୍ରେମରେ ମତୁଆଲା । ସାତ ମାସ ଧରି ଏଇ ଘରେ ଚାଲିଥିଲା ରାସଲୀଳା ।

ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସାତଗୋହଳିଆ ରାଜେନ୍ଦ୍ର ଜେନାଙ୍କ ସ୍ତ୍ରୀ ୭ ମାସ ହେଲା ଆସି ଏଇ ଭଡା ଘରେ ରହୁଥିଲେ ଏବଂ ସ୍ଵାମୀଙ୍କ ନାମରେ ମିଥ୍ୟା ଅଭିଯୋଗ ଥାନା ମଧ୍ୟ ଦେଇଥିଲେ ଆଜି ସେଇ ଗ୍ରିଲ ଦୋକାନୀ ର ପିଛା କରି ରବିନ୍ଦ୍ର ଜେନା ପୋଲିସ ନେଇ ପହଁଞ୍ଚିଲା ବେଳକୁ ଗ୍ରିଲ ଦୋକାନୀ ଗ୍ରିଲ ଭାଙ୍ଗି ଫେରାର କଳିଯୁଗର ଏଇ ନାରୀଙ୍କୁ କମର୍ଦ୍ଦା ପୋଲିସ ଗିରଫ କରିଛି।






