ଏ.କେ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ପା ଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ 21 କେଜି ଗଞ୍ଜେଇ ସହ ଗୋଟିଏ ଚାରିଚକିଆ ଓଡି 03, AK1456ଗାଡିକୁ ଜବତ କରିଛି ।
ଜବତ ହୋଇଥିବା ଅବକାରୀ ଅଧିକାରୀ ଭବାନୀଶଙ୍କର ବେହେରା ସୂଚନା ଦେଇଛନ୍ତି ପାଟଣାଗଡ଼ ପଣ୍ଡାମୁଣ୍ଡା ସ୍କୁଲ ପାଖରେ ନିକଟରେ ଏକ ଚାରିଚକିଆ କାର ଓ ଗାଡ଼ି ଦ୍ରୃତ ଗତିରେ ପଟକୁ ଯାଇଥିଲା। ଏହି ସମୟରେ ଅବକାରୀ ବିଭାଗ ପେଟ୍ରୋଲିଂଙ୍ଗ କରିଥିବା ବେଳେ ସନ୍ଦେହ କରି ଗାଡ଼ିକୁ ଅଟକାଇଥିଲେ। ସେଠାରେ ଗାଡ଼ି ଡ୍ରାଇଭର ସହିତ ଦୁଇଜଣସୁଶାନ୍ତ ମେହେର, ବଳିଆ ଭଟା ନରେନ୍ଦ୍ର ସାହୁ, ନେହନା ବନ୍ଦ, ରାକେଶ କୁମ୍ଭୀର,ନେହେନା ବନ୍ଦ ଗଂଜେଇ ମାଫିଆ ଏବଂ ଗାଡ଼ିକୁ ଜବତ କରିଗାଡି ଭିତରକୁ ତଲାସୀ କରିଥିଲା ଗାଡ଼ି ଭିତରୁ21kg ଗୋଟିଏ ଜରି ବସ୍ତା ରେ ଭର୍ତ୍ତି ଉପସ୍ଥିତି ଜବତ କରିଥିଲା।
ପାଟଣାଗଡ ରୁ ଲିଙ୍ଗରାଜ ପୋଢ଼ଙ୍କ ରିପୋର୍ଟ ଆପଣଙ୍କ ଖବର






