ଏ. କେ ବ୍ୟୁରୋ : ବନ୍ୟା_ବିଭୀଷିକା_ଭିତରେ_ଦୁର୍ବୃତ_ର_ଚାଲାଖି ।
#ଘର_ଆସିଛି_କହି_ଗହଣା_ଲୁଟି_ନେଲେ_ଦୁର୍ବୃତ ।

ଆବାସ ଯୋଜନାରେ ଘର ପାଇଁ ଆସିଥିବା ଟଙ୍କା ଦେବେ ବୋଲି କହି ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ଚମ୍ପଟ୍ ମାରିଲେ ଦୁର୍ବୃତ୍ତ,ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ନିଜକୁ ବ୍ଲକର ଅଫିସର ପରିଚୟ ଦେଇ ଲୁଟି ନେଲେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ସିଂଲା ଥାନା ଇଡ଼ଦା ପଞ୍ଚାୟତ ଦେପଦା ଗ୍ରାମର ପର୍ଶୁରାମ ଦାସଙ୍କ ଘରେ ।






