-ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ ହୋଇନି କହିଲେ IMD ଡିଜି
-‘କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ ହୋଇଛି’

-‘୧୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ’
-‘ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ବେଳକୁ ଉପକୂଳ ଛୁଇଁବ’
-‘ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ’
-‘ଲଘୁଚାପ କ୍ଷେତ୍ର ସୃଷ୍ଟି ପୂର୍ବରୁ ବାତ୍ୟା ଆକଳନ କରିବା ଠିକ୍ ନୁହେଁ’
-‘ବହୁ ଆଗରୁ ଆକଳନ କଲେ ସଠିକ୍ ହୋଇ ନ ଥାଏ’
-‘ବାତ୍ୟା ଆକଳନରେ IMD ସାରା ବିଶ୍ବରେ ଅଦ୍ବିତୀୟ’
-‘ତେଣୁ କେହି କୌଣସି ସଂସ୍ଥାର ବାତ୍ୟା ଆକଳନରେ ଆତଙ୍କିତ ହୁଅନ୍ତୁନି’






