ଏ.କେ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ରାଇଘର ସଦର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷ ଅଷ୍ଟପ୍ରହରୀ ପାଇଁ ଏକା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଆସନ୍ତା ୨୨ ତାରିଖ ଅଧିବେଶ କଳସ ଯାତ୍ରା କରି ୨୩ ରୁ ନାମ ଯୋଜ୍ଞ କରିବାକୁ ସ୍ଥିର ହୋଇଛି ଏଥିରେ ଗ୍ରାମର ସମସ୍ତ ସହିର ବୋୟଜଷ୍ଟ, ବରିଷ୍ଠ, ବୁଦ୍ଧିଜୀବୀ,ସମାଜ ସେବୀ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ ମଞ୍ଚ ସଭାପତି ପ୍ରଫୁଲ୍ଲ କୁମାର ଭୁଁୟାଙ୍କ ନେତୃତ୍ୱରେ ସଭାର ଆୟୋଜନ ହୋଇଥିଲା

ଚଳିତ ବର୍ଷ ଅଷ୍ଟପ୍ରହରୀ ନାମ ଯୋଜ୍ଞ ନିମନ୍ତେ ସମସ୍ତ ବ୍ୟବସ୍ଥା ସଠିକ ଭାବେ ପରିଚାଳିତ ହେବା ଜରୁରୀ ବୋଲି ସଭାପତି ପ୍ରଫୁଲ୍ଲ କୁମାର ଭୁଁୟା ମତପ୍ରକାଶ କରିଥିଲେ l ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅଷ୍ଟପ୍ରହରୀ ସୁରୁଖୁରୁରେ କେମିତି ସମ୍ପନ ହୋଇପାରିବ ତାହା ସହ ଭକ୍ତ ମାନଙ୍କର ସମାଗମକୁ ଆଖି ଆଗରେ ରଖି ପୂର୍ବ ପ୍ରସ୍ତୁତିକୁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଉକ୍ତ ବୈଠକରେ, ବିଜୟ ପାଢ଼ୀ, ରଞ୍ଜିତ ପାଣିଗ୍ରାହୀ, ହର୍ଷ ମହାପାତ୍ର,ଅଜୟ ଦାସ, କୁନା ମହାପାତ୍ର, ଅମୀୟ ମହାପାତ୍ର, ଭବାନୀ ନାୟକ, ସଞ୍ଜୟ ବାରିକ, ନିରାକାର ରାଉତ,କମଲ ସିଂ ରାଜପୁତ,ସଂଗ୍ରାମ ନାୟକ, ଉପେନ୍ଦ୍ର ରାଉତ, କୈଳାସ ମହାରଣା,ବସନ୍ତ ପଣ୍ଡା, ବାପି କାଞ୍ଜିଲାଲ,ସୁକେଶ ମିଶ୍ରା,ପ୍ରମୁଖ ଉପସ୍ଥିତ ଥିଲେ
ରାଇଘରରୁ ସଞ୍ଜୟ ନାୟକଙ୍କ ରିପୋର୍ଟ, ‘ଆପଣଙ୍କ ଖବର






