ଏ.କେ ବ୍ୟୁରୋ : ଆଦିତ୍ୟ ଆଲୁମିନା ପ୍ରକଳ୍ପ କଂସାରିଗୁଡା ଯିବା ସମୟ ରେ ସିମେଣ୍ଟ ବୋଝେଇ ଟ୍ରକ ବନ୍ଦିକାର ରେ ବ୍ରେକ ଫେଲ୍ ହେବାରୁ ଚାଳକ ଉପସ୍ଥିତ ବୁଦ୍ଧି ଲଗାଇ ରାସ୍ତା କୋଡ଼ ଥିବା ଚିପ୍ସ ଗଦା ଉପର କୁ ଚଡାଇ ଦେଇ ଥିଲେ ଜାହା ଫୋଳରେ ବହୁତ୍ ବଡ଼ ଦୁର୍ଘଟଣା ଟୋଳି ଗଲା ଯାହା ଫଳରେ ବାନ୍ଦିକାର ବସ ଷ୍ଟାଣ୍ଡ ରେ ଥିବା ବହୁତ୍ ଲୋକ ବଂଚିଗଲେ







