ଏ.କେ ବ୍ୟୁରୋ : ରାଜ୍ୟରେ ଉପରମୁହାଁ ତାତି । ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ଆଗାମୀ ୩,୪ ଦିନ ଅସହ୍ୟ ଖରା ଗରମ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପରିକି ପଶ୍ଚିମ ଓଡ଼ିଶାର କିଛି ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରି ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛି ସାରା ଓଡ଼ିଶା ।

ଆଗାମୀ ୩,୪ ଦିନ ଅସହ୍ୟ ଖରା ଗରମ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପରିକି ପଶ୍ଚିମ ଓଡ଼ିଶାର କିଛି ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରି ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ସମ୍ବଲପୁର, ବଲାଙ୍ଗୀର, ଟିଟଲାଗଡ଼, ଝାରସୁଗୁଡ଼ା, ଅନୁଗୁଳ ଆଦି ସ୍ଥାନରେ ଆଜି ତାପମାତ୍ରା ୪୨ ଡିଗ୍ରି ଛୁଇଁବା ନେଇ ଆକଳନ । ସେହପରି ଆସନ୍ତାକାଲି ମଧ୍ୟ ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହେବ । ଏପଟେ ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି ।






