ଏ.କେ ବ୍ୟୁରୋ : ଇବୋଲା ଭାଇରସରେ ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ଆଫ୍ରିକୀୟ ଦେଶ କଙ୍ଗୋରେ ବ୍ୟାପୁଛି ଏହି ବିରଳ ପ୍ରଜାତି ଭାଇରସ୍। ଏହି ଭାଇରସ ସଂକ୍ରମଣରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଜଣେ ଆମେରିକୀୟ ଡାକ୍ତର ସଂକ୍ରମିତ ହୋଇଛନ୍ତି। ଇବୋଲା ଭାଇରସରେ ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି।
ଆଫ୍ରିକୀୟ ଦେଶ କଙ୍ଗୋରେ ବ୍ୟାପୁଛି ଏହି ବିରଳ ପ୍ରଜାତି ଭାଇରସ୍। ଏହି ଭାଇରସ ସଂକ୍ରମଣରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଜଣେ ଆମେରିକୀୟ ଡାକ୍ତର ସଂକ୍ରମିତ ହୋଇଛନ୍ତି। ଇବୋଲା ଭାଇରସ୍ ପ୍ରକୋପ କଙ୍ଗୋ ସହ ଦେଶ ପଡ଼ୋଶୀ ଉଗାଣ୍ଡାରେ ବ୍ୟାପିବାରେ ଲାଗିଛି। ଏହି ପ୍ରକୋପକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ’ହୁ’। ଇଟୁରି ଏବଂ ଉତ୍ତର କିଭୁ ପ୍ରଦେଶରେ ୩ ଶହରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୃତ୍ୟୁ ରିପୋର୍ଟ ଆସିଛି।…






