ଏ.କେ ବ୍ୟୁରୋ : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କସରତ । ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗ୍ରାମ ସଭା ଓ ଗ୍ରାମ କମିଟି ଉପରେ ସରକାରଙ୍କ ଗୁରୁତ୍ବ । ନିର୍ବାଚନ ପୂର୍ବରୁ ପୂର୍ବ ବିଜେଡି ସରକାରଙ୍କୁ ଦୋଷ ଦେଇଛି ବିଜେପି ସରକାର । ସ୍ୱାଧୀନତା ପରେ ପଞ୍ଚାୟତରାଜ ବ୍ୟବସ୍ଥା ହେବା ପୂର୍ବରୁ ମଧ୍ୟ, ବେସରକାରୀ ଭାବେ ଗ୍ରାମ କମଟି, ଗ୍ରାମସଭା ବ୍ୟବସ୍ଥା ଥଲା । ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଗ୍ରାମ ସଭା ଓ ଗ୍ରାମ କମିଟି ଉପରେ ସରକାରଙ୍କ ଗୁରୁତ୍ବ । ନିର୍ବାଚନ ପୂର୍ବରୁ ପୂର୍ବ ବିଜେଡି ସରକାରଙ୍କୁ ଦୋଷ ଦେଇଛି ବିଜେପି ସରକାର । ସ୍ୱାଧୀନତା ପରେ ପଞ୍ଚାୟତରାଜ ବ୍ୟବସ୍ଥା ହେବା ପୂର୍ବରୁ ମଧ୍ୟ, ବେସରକାରୀ ଭାବେ ଗ୍ରାମ କମଟି, ଗ୍ରାମସଭା ବ୍ୟବସ୍ଥା ଥଲା । ଯଦିଓ ସ୍ୱାଧୀନତା ପରେ ପଞ୍ଚାୟତିରାଜ ବ୍ୟବସ୍ଥା କରାଗଲା, କିନ୍ତୁ ପଞ୍ଚାୟତକୁ ନା କୈାଣସି ସ୍ୱତନ୍ତ୍ରତା ଦଆଗଲା ନାହିଁ । ପଞ୍ଚାୟତରେ ଯାହା ବି ଉନ୍ନୟନମୂଳକ କାମ ହେଉଥଲା ତାହା ସଧିାସଳଖ ଭାବରେ ବ୍ଲକ୍ରୁ ନିୟନ୍ତ୍ରଣ ହେଉଥଲା । ଏପରିକି ୨୦୧୫ ପୂର୍ବରୁ ପଞ୍ଚାୟତକୁ ବର୍ଷକୁ ପ୍ରାୟ ୫ ଲକ୍ଷ ଟଙ୍କାର ଅନୁଦାନ ଆସଥୁଲା ୨୦୧୪ ନରେନ୍ଦ୍ର ମୋଦୀ ସରକାର ଆସିବା ପରେ୧୪ତମ ଅର୍ଥ କମସିନରୁ ପଞ୍ଚାୟତକୁ ସଧିାସଳଖ ଟଙ୍କା ଦେବାର ବ୍ୟବସ୍ଥା ହେଲା । ଯେଉଁ ପଞ୍ଚାୟତର ଜନସଂଖ୍ୟା ୫୦୦୦, ଅତିକମରେ ୪୦ ଲକ୍ଷ ଟଙ୍କା ଓ ୧୦,୦୦୦ ଜନସଂଖ୍ୟାକୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ହେଲା । ପରବର୍ତ୍ତୀ ସମୟରେ ଏହା ବଢ଼ି ପଞ୍ଚାୟତକୁ ୨ କୋଟ ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା ହେଲା । ପଞ୍ଚାୟତର ସ୍ୱଚ୍ଛତା, ପରିବେଶ ସରୁକ୍ଷା, ପକ୍କା ଭିତ୍ତିଭୂମି ତିଆରି, ଗାଁକୁ ଦାଦନ ମୁକ୍ତ କରିବା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଆଦି କାର୍ଯ୍ୟ ହେଲା କିନ୍ତୁ ର୍ଦୁଭାଗ୍ୟର କଥା, ବିଜେଡି ସରକାର ପଞ୍ଚାୟତ ଓ ନଗର ପାଣ୍ଠିର ସିଂହଭାଗ ବ୍ଲକ ଓ ଜିଲ୍ଲାକୁ ସ୍ଥାନାନ୍ତର କରି ପଞ୍ଚାୟତକୁ ସ୍ଥାଣ କରିବା ପାଇଁ ଉଦ୍ୟମ କଲେ । ପଞ୍ଚାୟତକୁ ଟଙ୍କା ଆସଲା କିନ୍ତୁ, ପର୍ଯ୍ୟାପ୍ତ କର୍ମଚାରୀ ପଞ୍ଚାୟତ ସ୍ତରରେ ନଥିବାରୁ ତାର ବିନିଯୋଗ ହୋଇପାରୁ ନଥଲା କିମ୍ବା ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହି ପୁଣି ଫେରିଯାଉଥଲା । ମୋଦୀଙ୍କ ବକିାଶର କେନ୍ଦ୍ରବିନ୍ଦୁ ଗାଁ ହୋଇଥିବାରୁ ଅନ୍ୟାନ୍ୟ ଯୋଜନା କରାଗଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଜଳ ଜୀବନ ମସିନରେ ପ୍ରତି ଘରକୁ ପାଣ, ବଜୁଳି, ପଏମ ସୂର୍ଯ୍ୟ ଘର ଉଜ୍ବଳା ଯୋଜନାରେ ଗ୍ୟାସ୍, ସ୍ବଚ୍ଛ ଭାରତ ଯୋଜନରେ ପ୍ରତିଘରକୁ ପାଇଖାନା ଯୋଗାଇ ଦିଆଇଥିଲା କିନ୍ତୁ ବିଜେଡି ସରକାର ଏହାର ସୁବିନିଯୋଗ କରିପାରୁନଥିଲା । ଏହି ଟଙ୍କାକୁ ବିଜେଡି ସରକାର ବିଜୁ ଯବୁବାହିନୀ , ପିଠା, ଆଦି ଯୋଜନା ମାଧ୍ୟମରେ ଦଳୀୟ କର୍ମୀଙ୍କୁ ନୟୋଜିତ କଲେ ଓ ହିତାଧିକାରୀଙ୍କ ପଇସାକୁ ଲୁଣ୍ଠନ କଲେ ।






