ଏ.କେ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକଅରୁଣ ସିଂ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ବିଜେପିର ପ୍ରଶଂସା କରିବା ସହ ଅନ୍ୟ ଦଳକୁ ଟାର୍ଗେଟ କରିଛନ୍ତି ଅରୁଣ ସିଂ। ବିଜେପିରେ ପରିବାର ଭାବନା ନେଇ କାମ ହୁଏ।
ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ବିଜେପିର ପ୍ରଶଂସା କରିବା ସହ ଅନ୍ୟ ଦଳକୁ ଟାର୍ଗେଟ କରିଛନ୍ତି ଅରୁଣ ସିଂ। ବିଜେପିରେ ପରିବାର ଭାବନା ନେଇ କାମ ହୁଏ। ସମସ୍ତଙ୍କ ସହ ଆଲୋଚନା ହୋଇ ନିଷ୍ପତି ନିଆଯାଏ। ଯାହା ଅନ୍ୟ ଦଳ ରେ ନାହିଁ। ଆମ ଦଳର ନେତା ହିଁ କାର୍ଯ୍ୟକର୍ତ୍ତା। ବଡ ନେତାଙ୍କୁ ଦଳୀୟ ନେତା କୌଣସି ସମୟରେ ଭେଟି ପାରନ୍ତି। ଯାହା ଅନ୍ୟ ଦଳରେ ନାହିଁ। ବିଜେପି ପ୍ରତି ଆକୃଷ୍ଟ ହୋଇ ଆସୁଥିବା କହିଛନ୍ତି ଅରୁଣ ସିଂ।ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱ ରେ କାମ କରିବାକୁ ପସନ୍ଦ କରୁଛନ୍ତି। ରାଜ୍ୟସଭା ନେଇ ଆଗକୁ କଣ ହେଉଚି ଦେଖନ୍ତୁ ବୋଲି ସେ କହିଛନ୍ତି।






