ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ ଗ୍ରାମ ପଞ୍ଚାୟତ ର ବଉଳିଗଡ ସାପ୍ତାହିକ ହାଟ ର ବାର୍ଷିକ ନିଲାମ ନିମନ୍ତେ ବଉଳିଗଡ ଗ୍ରାମ ପକ୍ଷରୁ ନିର୍ଧାରଣ ହୋଇଥିଲା କିନ୍ତୁ ପଞ୍ଚାୟତ ର ନୂଆଁ ସାପ୍ତାହିକ ହାଟ ହୋଇଥିବାରୁ, ଏକ ପ୍ରମୁଖ ହାଟ ଯାହା ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ ହେବ ଏଠାରେ ସାପ୍ତାହିକ ହାଟ ବସୁଅଛି,
ଏହି ହାଟ ରେ କେତେ ଗୋଟି ଗାଁ ନୀରିଭ୍ରର କରୁ ଅଛି, ଆମେନା, ସଂଜପଡା, ଘୁଡୁଘୁଡ଼ା, ରକଲା, ଝାଡୁବେରିଣୀ, ପୁରୁଣାକୁଟୁ, ବାଙ୍କିଡି, ପାଟଲା, ସିମୁଁଳିଛୁଇ, ତଳମୂଳ, ଶନ୍ତ୍ରୀରୀ, ତୁଳସୀପାଳ,ଅରାହାଟ, ପୁରିକିଆ ଏହି ଗ୍ରାମ ଗୁଡିକ ନୀରିଭ୍ରର କରୁଛନ୍ତି, ବର୍ତମାନ ହାଟ ର ପରିଚାଳନା ରେ ବ୍ୟାପକ ସମସ୍ୟା ଦେଖା ଦେଉଛି! ହାଟରୁ ଆଦାୟ ହଉଥିବା ଅର୍ଥ କାହା ପକେଟ କୁ ଯାଉଛି! ନିଲାମ କୁ ବଉଳିଗଡ ଗ୍ରାମ ର ସଭାପତି ବାରେ ବାରେ କହି ଆସୁଥିଲେ ମଧେ ଏହାର କୋଣସି ସମଶ୍ୟା ସମାଧାନ ହେଉନାହିଁ.କମିଟି ପକ୍ଷରୁ ବାତିଲ କରିବାକୁ ଦାବୀ ହୋଇଥିଲା ବଉଳିଗଡ ହାଟ କମିଟି ଓ ପଞ୍ଚାୟତ ର ବିଭିନ୍ନ ଗ୍ରାମର ଜନସାଧାରଣ ଙ୍କ ବିରୋଧ ପରେ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ ଓ ବଉଳିଗଡ କମିଟି ସଭାପତି ତୋପନ କିରଣ ଗଡ଼ନାୟକ , ସମ୍ପାଦକ ମଦନ ମହୋନ ଦଣ୍ଡିଆ , ମହେନ୍ଦ୍ର ଗଡ଼ନାୟକ, ଏବଂ ଜନସାଧାରଣ ଙ୍କ ବୈଠକ ରେ ପରେ ସରପଞ୍ଚ କିଛି କର୍ଣ ପାତ କରୁନାହାଁନ୍ତି! ବାରେ ବାରେ ବାଇକି ଚୁରି ହେଉଥିଲେ ମଧ୍ୟ ସମସ୍ୟା ର ସମାଧାନ ମିଳିପାରି ନାହିଁ!କାହା ସ୍ୱର୍ଥ ପାଇଁ ଚାଲିଛି ଟଙ୍କା ଆଦାୟ ସରପଞ୍ଚ ନା ଆଉ କିଏ!ଏହି ଅଭିଯାଗ କରିଛନ୍ତି ବଉଳିଗଡ ଗ୍ରାମ ର ସଭାପତି ତୋପନ କୁମାର ଗଡ଼ନାୟକ!






