ଏ.କେ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ବାଳିପଟା ଗାଁର ସୁଦର୍ଶନ ମାଝୀ (୨୫) ଓ ଅନ୍ୟ ତାଙ୍କ ସାଥି ବିପିନ ବେହେରା (୨୭) ବାଇକ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି

ସୂଚନା ଯୋଗ୍ୟ ଯେ ସୁଦର୍ଶନ ଓ ବିପିନ କୈଣସି କାମ ପାଇଁ ଚୂଳାଦର୍ହ ର ଗାଁକୁ ଯାଇଥିଲେ । ଫେରିବା ବାଟରେ ବୁଢ଼ାରଜା ଡ଼ଙ୍ଗର ନିକଟରେ ରାସ୍ତାର ବୁଳାଣୀ ରେ ଥିବା ଖୁଣ୍ଟ ଜୋରରେ ଧକ୍କା ହୋଇଥିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣାଗଡ ଡାକ୍ତର ଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ରିପୋର୍ଟର- ପାଟଣାଗଡ଼ ରୁ ଲିଙ୍ଗରାଜ ପୋଡ଼






